logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଛନ୍‌
କ୍ରି.ଅଛଂତି l

ଅଛନା
ବିଂ. ଛଣା ହୋଇ ନଥିବା l

ଅଛପା
ବିଂ. ଖୋଲା ,ମୁକ୍ତ l

ଅଛ୍‌ରା
ବି. ୧.କ୍ରମାଗତ ଅବିରତ ବର୍ଷା l ୨.ଛରା ହୋଇନଥିବା (ଚାଉଳ),ଅକଂଡା ଚାଉଳ l ୩.କାଦୁଅରେ ଧାନ ବୁଣା l

ଅଛ୍‌ରାବୁନା
ବି. ଧାନକୁ ବତୁରାଇ ଗଜା ହେଲାପରେ କ୍ଷେତରେ ବୁଣିବା ପଦ୍ଧତି l

ଅଛାଏନ୍‌,ଅଛାଁଡ୍‌
ବି. ଶଗଡର ଅଖ l

ଅଁଛିବା
କ୍ରି.୧. ପାଳବିଡା ବାଂଧିବା,୨.(ସଂତାନ) ପରିତ୍ୟାଗ କରିବା,ଲାଳନପାଳନ ନକରିବା l

ଅଛୁଆଁ
ବିଂ.୧. ଛାଦନ ବା ଛପର କରାଯାଇ ନଥିବା,୨.ରଜୋବତୀ(ସ୍ତ୍ରୀ) l

ଅଜଡ୍‌
ବି.ଅଗ୍ନିମାଂଦ୍ୟ,ଅଜୀର୍ଣ l

ଅଜଲ୍‌ଜଲ୍‌
ବି. ଅଗାଧ ଜଳ l


logo