logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଂଘେଁ
ବି. ଏକା ,କେବଳ ଜଣେ ବ୍ୟକ୍ତି,ମାତ୍ର ଗୋଟିଏ ଶରୀର l ଦୃ: ଅଂଘେଁ ମୁଇଁ କେତେ ଆଡେ ହେମି ?

ଅଚଲ୍‌ ବାଡୋ
ବିଂ. ବିବାହ ନିମଂତେ ଅଯୋଗ୍ୟ ବିବେଚିତ ଯୁବକ ବା ଯୁବତୀ l

ଅଚଲନ୍‌
ବି. ଅସଦାଚାର ,ଅନୀତି,ଅଶ୍ଳୀଳ କଥା ବା କାର୍ଯ l

ଅଚଲ୍‌ନି
ବିଂ. ଯେଉଁ ସ୍ତ୍ରୀର ଚାଲିଚଳନ ଭଲ ନୁହେଁ l

ଅଚସା
ବିଂ. ଅକର୍ଷିତ କ୍ଷେତ,ଯାହାର ଜମିବାଡି ନାହିଁ l

ଅଁଚାଇବା
କ୍ରି. ଭୋଜନ ପରେ ମୁହଁ ହାତ ଧୁଆଇବା l

ଅଁଚାଡ୍‌
ବି. ଅଖ l

ଅଚାବୁହା/ଆ
ବି. ଧାଁ ଦଉଡ ,ଅନିପୁଣ ,ଲକ୍ଷ୍ୟଭ୍ରଷ୍ଟ(ବ୍ୟକ୍ତି ବା ଅବସ୍ଥା),ଆତ୍ମରକ୍ଷା ପାଇଁ ଅସହାୟର ବିକଳତା l

ଅଚାହେବା
ଭୂମି କର୍ଷଣ ବେଳେ ଅଚା ନ ଛାଡିବା l

ଅଚିନ୍‌ହାର୍‌
ବିଂ. ଅଚିହ୍ନା,ଅପରିଚିତ l


logo