logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଜୁଏନ୍‌
ବି. ଜୁଆଣି l

ଅଜୁଗୁତ୍‌
ବିଂ. ଅଯୁକ୍ତିକର ,ବିବେକହୀନ l

ଅଜୁତା
ବିଂ.ଅକର୍ଷିତ(କ୍ଷେତ) l

ଅଜୁରି
ବିଂ. ବିବାହ ପରେ ଅଲଗା ହୋଇ ଏକାଏକା ରହୁଥିବା ପୁରୁଷ ବା ସ୍ତ୍ରୀ,ଯୋଡି ହୋଇନଥିବା ଅବସ୍ଥା l

ଅଜେଇବା
କ୍ରି.ଅର୍ଧଭୁକ୍ତ ଭୋଜ୍ୟ ଦ୍ରବ୍ୟ ଭବିଷ୍ୟତରେ ଖାଇବାପାଇଁ ସାଇତି ରଖିବା l

ଅଜେତ୍‌
ବିଂ. ଅଜାତି l

ଅଝୁକା
ବିଂ. ଅବ୍ୟର୍ଥ ,ଅମୋଘ l

ଅଁଟ୍‌
ବି. ପିଂଧା ଲୁଗାର ସାମ୍ନା ଅଂଶକୁ କୁଂଚ କରି କୌଣସି ବସ୍ତୁ ରଖିବା ପାଇଁ କରାଯିବା ମୁଣି,ଥଳି l

ଅଁଟ୍‌ ଅଗଲ୍‌
ବିଂ. ବହୁତ ବେଶି l

ଅଟ୍‌କାବା
କ୍ରି.ଛେକିବା,ରୋକିବା,ଗତିରୋଧ କରିବା,ସ୍ଥଗିତ କରିବା,କାର୍ଯକାରୀ ହେବାରେ ବାଧା ଦେବା,ବିଳଂବ ଘଟାଇବା l


logo