logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଖ୍‌ତେର୍‌
ବିଂ ଅକ୍ତିଆର,ଅଧିକାର l

ଅଖପା
ବିଂ. ଖପା (ଢଂକା) ହୋଇନଥିବା l

ଅଖ୍‌ରିବା
କ୍ରି. ଅସୁବିଧା ହେବା l

ଅଖଲ୍‌ ମଖଲ୍‌
ବିଂ. ଗୁର୍‌ଦୁ,ପ୍ରଚୁର l

ଅଖ୍‌ଲା
ବିଂ. ଧୌତ,ଧୁଆ ହୋଇଥିବା l

ଅଖ୍‌ ଲାଇବା
କ୍ରି. ହାତରେ ମଗଦି ଲୁଗା ଧୋଇବା l

ଅଖା
ବି. ଥଳି, ଇଂ, ବ୍ୟାଗ୍‌ l

ଅଖାଏଦ୍‌
ବିଂ. ଅଖାଦ୍ୟ l

ଅଖିତୁର୍‌ତିଆ
ବି. ଅକ୍ଷୟ ତୃତୀୟା l

ଅଖେ
ବିଂ. ଦୁଇ ହାତରେ ଧରାଯିବା ପରିମାଣ (ଶସ୍ୟଗୁଚ୍ଛ) l


logo