logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁକାଲିବା
କ୍ରି. ସାଦା ପାଣିରେ ଲୁଗା ଧୋଇବା l

ଅକାଲେ ସକାଲେ
ବି. କେବେ କେବେ,କଦବା l

ଅକିଲ୍‌
ବି. ବୁଦ୍ଧି,ଅକଲ |ଦୃ: ଅକିଲ୍‌ ଥିଲେ ଉକିଲ୍‌ l

ଅକୁତ୍‌
ବିଂ. ଅପରିସୀମ l

ଅକୁହା ଅପୁଚ୍ଛା
କ୍ରି.ବିଂ. ନିଃସଂଶୟରେ l

ଅଁକେଇବା
କ୍ରି. ହିଂସା ଭାବରଖି କହିବା l

ଅକେଟ୍‌କେଟ୍‌
ବିଂ. (ଖମନ ) ଅଗମ୍ୟ,ଘନ (ଜଂଗଲ) l

ଅଂଖଜ୍‌
ବିଂ. ଅସୁବିଧାଜନକ l

ଅଖଟା ବଏସ୍‌
ବି. ଝିଅ ଶାଶୁଘରକୁ ଖଟି ଯାଇନଥିବା ବୟସ ,ଅବିବାହିତ କିଶୋରୀ ବୟସ l

ଅଖ୍‌ଡିଆ
ବିଂ. ହଇରାଣିଆ l


logo