logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅକାଠିଆ
ବିଂ. କାଠି କରୁ/ରି ନ ଥିବା,ଦାଂତଘଷା ହୋଇନଥିବା(ପାଟି,ବ୍ୟକ୍ତି) l

ଅକାବକା
ବିଂ. ଅବାକ୍‌,ଆଶ୍ଚର୍ଯାନ୍ୱିତ,କିଂକର୍ତ ବ୍ୟବିମୂଢ l

ଅକାବକ ଦେଖାବା
କ୍ରିଂ.ପରିହାସରେ ଅନ୍ୟକୁ ଫତୁଆ କରିବା ଉଦ୍ଦେଶ୍ୟରେ ନଥିଲା ବସ୍ତୁ ବା ପ୍ରାଣୀ ଅଛି ବୋଲି ମିଛରେ ଦେଖାଇବା ଓ 'ଅକାବକା ଦେଖାଲି, କୁକୁର୍‌ ଗୁହ ଚଖାଲି'ବୋଲି ଆବୃତ୍ତି କରିବା l

ଅକାମ୍‌
ବି. ଅକାର୍ଯ l

ଅଁକାଅଁକି
ବି. ଦୁଇଜଣ ବ୍ୟକ୍ତିଂକଠାରେ ପରସ୍ପର ପ୍ରତିଥିବା ଈର୍ଷା ଭାବ l

ଅକାଁଡିଆ
ବିଂ. ଅମାର୍ଜିତ,ଅପରିଷ୍କୃତ ,ଅଚଂଛା l

ଅଁକାପୁଡା
ବି. ରୋଗ ନିବାରଣାର୍ଥ ଉତ୍ତପ୍ତ ଲୁହା ଖଡିକା ଦ୍ୱାରା ଚେଂକ ଦେବା l ଦୃ:ଅଁକାପୁଡା,ବଇଦ୍‌ ନୁଡା l

ଅଁକାଲ୍‌
ବି. କ୍ରୋଡ,ଅଂକ l

ଅକାଲ୍‌ ପାଉଁସିଆ
ବିଂ. 'ଅକାଳ କୁଷ୍ମାଂଡ' ଦ୍ୟୋତକ ଗାଳି l

ଅକାଲିଆ
ବିଂ. ଅସମୟ ,ଅବେଳ l


logo