logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଁକ୍‌ରାବା
କ୍ରି. ବୀଜରୁ ଅଂକୁରୋଦ୍‌ଗମ କରାଇବା l

ଅଁକ୍‌ରି
ବି. ଆଂକୁଡି, ଶୃଙ୍ଖଳ,ଅତ୍ୟଧିକ ଜଂଜାଳ l

ଅଁକ୍‌ରିଆ
ବିଂ.ଈର୍ଷାଳୁ,ଅହଂକାରୀ (ସ୍ତ୍ରୀ. ଅଁକ୍‌ରିଏନ୍‌) l

ଅଁକସା
ବିଂ. ଅଂକୁଶ l

ଅକ୍‌ଲିସା
ବିଂ. ଯାହାର କଳନା ବା ଜ୍ଞାନ ପୂର୍ବରୁ କରାଯାଇନାହିଁ,ଅପରିଚିତ |ଦୃ:ଅକ୍‌ଲିଆ ଲୋକ୍‌ ଦେଖ୍‌ଲେ କୁକୁର୍‌ମାନେ ଭୁକ୍‌ସନ୍‌ l ଅନଭ୍ୟସ୍ତ l ଦୃ :ଅକ୍‌ଲିଆ କବାର୍‌,ଠାନ୍‌ l

ଅକ୍‌ସା
ବିଂ. ଦାଂତ ଘଷା ହୋଇ ନଥିବା ତୁଂଡ,ଅଘଷା ପାଟି l

ଅକ୍‌ସାଖିଆ
ବିଂ. ସକାଳୁ ଶଯ୍ୟା ତ୍ୟାଗ ପରେ ଦାଂତ ନଘଷି ଯେ ଖାଇବା ଆରମ୍ଭ କରେ l

ଅକ୍‌ସି
ବି. ନୂତନ ହୋଇ ଆଦାୟ ହେଉଥିବା ଧାନ l

ଅକାଜ୍‌
ବିଂ.ଅକାର୍ଯ,ଅକର୍ମ l

ଅକାଟିଆ
ବିଂ. ଅବାଗିଆ,ଅନୁପଯୁକ୍ତ ,ଅସଂଗତ l


logo