logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅକ୍‌ପକାବା
କ୍ରି. ଘାବରାଇ ଯିବା l

ଅକ୍‌ବକାବା
କ୍ରି. ସ୍ତବ୍‌ଧ ହେବା,ଚକିତ ହେବା l

ଅକର୍‌ତବ୍‌
ବି. ଅଡୁଆ,ଅସୁବିଧା,କର୍ତ୍ତବ୍ୟ ସଂପା୍ଦନର ପ୍ରତିକୂଳ ଅବସ୍ଥା ବା ପରିସ୍ଥିତି l ଦୃ :ଅକର୍‌ତବେଁ ପଡିକରି ମୁଇଁ ଛୁଟି ଆଉର୍‌ ଦଶ୍‌ଦିନ୍‌ ବଢେଇଦେଲିଁ l

ଅକର୍‌ତା
ବି. ୧. ଯେ ଗୃହର କର୍ତା ନୁହେଁ l ୨.ବ୍ୟବହାର ପାଇଁ ଅନୁପଯୁକ୍ତ l ୩.କ୍ରିୟାହୀନ ରୂଢି ପ୍ରୟୋଗ ,ଅକର୍ତବ୍ୟ ,ଅକୃତ୍ୟ,ଅଡୁଆ ବା ଦୁଷ୍କର କାମ l

ଅକର୍‌ତା ସାଜୋ
ବିଂ. କୌଣସି କାର୍ଯ ସଂପାଦନ ନିମିତ୍ତ ଅଯୋଗ୍ୟ(ବ୍ୟକ୍ତି) l

ଅକର୍‌ତିଆ
ବିଂ. ଅଦିନିଆ l

ଅକର୍‌ମିଆ
ବିଂ. କର୍ମହୀନ ,ଭାଗ୍ୟହୀନ l

ଅକର୍‌ବା
କ୍ରି. ବାଂତି କରିବା l

ଅକର୍‌/ଲ୍‌ଲୋ
ବିଂ.ଯଥାବିଧି କାର୍ଯ କରି ନ ପାରିବା (ବ୍ୟ କ୍ତି)

ଅଁକ୍‌ରା
ବିଂ. ଆଂକୁଡି l


logo