logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୃଷ୍ଣଚୁଡା
ରାଜାବାଆ
କୃଷ୍ଣ ଚୁଡା ଫୁଲ ସୁନ୍ଦର ଦେଖାଯାଏ ।
ରାଜାବାଆ ସୁଗାଳ ନେଲଃୱା ।

କପା
କାଡ୍‍ସମ
କପାରୁ ସୁତା ତିଆରି ହୁଏ ।
କାଡ୍‍ସମ ମା ଏତେ ସୁତେମ୍‍ ବାଇୱା ।

କାମିଜ୍‍
ସୁତୁଇ
ଗାଧୋଇ ସାରି କାମିଜ୍‍ ପିନ୍ଧିବା ।
ଅଳା ସେକେୟାନ୍ତେ ସୁତୁଇବୁ ହରଃୟା ।

କାନଫୁଲ
ଲୁଳୁକି
ଝିଅମାନେ କାନଫୁଲ ବ୍ୟବହାର କରନ୍ତି ।
କୁଇ ହନ୍‍କ ଲୁଳୁକି ଲୁତୁର୍‌ରେକ ଡୁଂ ଗେୟା ।

କାଚ
କାଚ
ଲଣ୍ଠନରେ କାଚ ଲାଗିଛି ।
ଲାଣ୍ଟେନ୍‌ରେ କାଚ ମିନାଃ ।

କଟାସ
ବାଓଃ
କଟାସ କୁକୁଡା ଖାଏ ।
ବାଓଃ ସିମକ ଜମା ।

କୁକୁର
ସେତା
କୁକୁର ଭୁକେ ।
ସେତା ବୁଃଇଏ ।

କୋକିଶିଆଳି
କିଂକିଳି
କୋକିଶିଆଳି ଖୁବ ଜୋର ଦୌଡି ପାରେ ।
କିଂ କିଳିତୁୟୁ ଏସୁ କେଳେଃ ନିର୍‍ ଦାୟିଏ ।

କପୋତ
ପୁତେମ୍‍
କପୋତ ଉଡୁଛି ।
ପୁତେମ୍‍ ଆପିରେ କାନା ।

କାଉ
କାଆଃ
କାଉ ଭୋର ସକାଳେ ରାବେ ।
କାଆଃ, ଆଂ ପାୟାଁ ତର୍‍ସାଃ ରାୟାଃ ।


logo