logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଗ୍ରୀଷ୍ମ
ଜେଏଟ
ଗ୍ରୀଷ୍ମଦିନେ ବହୁତ ଗରମ ।
ଜେଟେ ସିଙ୍ଗି ଏସୁ ଲଲୱା ।

ଗାଢ଼ ନାଲି
ଜେଂଗେଡ୍‍
ଗାଢ଼ ନାଲି ଶୀଘ୍ର ଜଣା ପଡ଼େ ।
ଜେଂଗେଡ୍‍ ଆଞ୍ଜାଆ ଉରୁମଃଆ ।

ଗେରୁ
ତାରା ସାସାଂ
ଗେରୁଆ ବସ୍ତ୍ର ପିନ୍ଧିବା ।
ତାରା ସାସାଂ ତେୟାଃ ବୁ ତଲେଆ ।

ଗ୍ରୀଷ୍ମ ଛୁଟି
ଜେଏଟେ ହକା
ଗ୍ରୀଷ୍ମ ଛୁଟି ଦୁଇ ମାସ ହୁଏ ।
ଜେଏଟେ ହକା, ବାର୍‍ ଚାଣ୍ଡୁଃ ହବାନା ।

ଗିରଫ
ତଲ୍‍ ଇଡ଼
ତାକୁ ଗିରଫ କରାଯାଉ ।
ଆଏକେ ତଲ ଇଦି'ମେ ।

ଗ୍ରାହକ
ନାମେନିଃ/ଇଦିନିଃ
ଗ୍ରାହକ ନାହିଁ ।
ନାମେନ/ଇଦିଃ ବାଙ୍ଗାଇଃୟେ ।

ଗାଡି ବଖରା
ଗାଡିଡାବା
ରେଳ ଗାଡିରେ ବହୁତ ଗାଡି ବଖରା ଅଛି ।
ଲିଣ୍ଡୁଗାଳିରେ ଏସୁପୁରେଃ ଗାଡ଼ିଡ଼ାବା ମିନାଃ ।

ଗଇଁତି
ଗାଏଁତା
ଗଇଁତିରେ ମାଟି ତାଡ ।
ଗାଏଁତାତେ ହାସା ତା ଳିମେ ।

ଜିଭ
ଲେଃଏ
ଜିଭରେ ସ୍ୱାଦୁ ବାରିପାରେ ।
ଲେଃଏ ତେ ନଗଡ ଆଟାକାର୍‍ ଦାଇୟ ।

ଜଂଘ
ବୁଲୁ
ଜଂଘ ବ୍ୟଥା ହେଲା ।
ବୁଲୁ ହାସୁ ତାନା ।


logo