logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଗୋଡ଼ ଖଡୁ
କାଟା ଆନ୍ଦୁ
ଗୋଡ଼ରେ ଖଡୁ ପିନ୍ଧି ନାହିଁ ।
କାଟାରେ କାଏ ଆନ୍ଦୁ ଏକାନା ।

ଗଧ
ଗାଦା
ଗଧ ଉପରେ ବସ ।
ଗାଦା ଚିତାନ୍‌ରେ ଦୁବ୍‍ ମେ ।

ଗୟଳ
ସାଇଁଲ୍‍
ଗୟଳ ଦୌଡିଛି ।
ସାଇଁଲ୍‍ ନିରେ କେଡେ ।

ଗଣ୍ଡା
ଦାଃ ହାତୀ
ଗଣ୍ଡା ପାଣିରେ ଅଛି ।
ଦାଃ ହାତୀ ଦାଃ'ରେ ମିନାଃଇଏ ।

ଗୁଣ୍ଡୁଚି ମୂଷା
ତୁଉ
ଗୁଣ୍ଡୁଚି ମୂଷା ଖେଳୁଛି ।
ତୁଉ ଇନୁଂ ତେନେ ।

ଗେଣ୍ଡାଳିଆ
କାଂକି
ଗେଣ୍ଡାଳିଆ ଉଡି ଗଲା ।
କାଂକି ଆପିର୍‍ ୟାନା ।

ଗୁଣ୍ଡୁରୀ
ଡୁଉର୍‍ଃ
ଗୁଣ୍ଡୁରୀ ଚଢେଇ ଘାସରେ ଲୁଚିଲା ।
ଡୁଉର୍‍ଃ ଅୟ ଦୁମ୍ବୁରେଃ ବଲ ୟାନା ।

ଗୋଧି
ତଅର୍‍ଃ
ଗୋଧୀ ପଳାଇଲା ।
ତଅର୍‍ଃ ନିର୍‍ଜାନା ।

ଗୋଖର
ପାଣ୍ଡୁନାଗୁ
ଗୋଖର ସାପ ଅଛି ।
ପାଣ୍ଡୁନାଗୁ ବିଂ ମିନାଇଃୟେ ।

ଗଉଡୁଣୀ ପୋକ
ବାକୁଡ୍‍ଚିଦୁ
ଗଉଡୁଣୀ ପୋକ ଯାଉଅଛି ।
ବାକୁଡ଼ ଚିଦୁ ବାକୁଡ୍‍ ବାକୁଡ୍‍ ଇଡେନ୍‍ତାନା ।


logo