logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଗୁଆ
ମେତଲ୍ଲ ଜାଂ
ଗୁଆ ଆଣ ।
ମେଲ୍ଲେ ଜାଂ ଆଗୁଇମେ ।

ଗେଣ୍ଡୁ
ନାର୍‍ଗୁଲେ/ନାଲ୍‍ଗୁଲା
ଗେଣ୍ଡୁ ଫୁଲ ଫୁଟିଛି ।
ନାର୍‍ଗୁଲେ/ନାଲ୍‍ଗୁଲେବାଆ,ବାଆକାନା ।

ଗୋଲାପ
ଗୁଲାବ୍‍
ଗୋଲାପ ଫୁଲ ନାହିଁ ।
ଗୁଲାବ୍‍ ବାଆ ବାନଃଆ ।

ଗବ
ଟଟକାବିନ୍ଦି
ଗବ ମଞ୍ଜିରୁ ତେଲ ବାହାରେ ।
ଟଟକା ବିନ୍ଦି ଜଅୟେତେ ସୁନୁମ୍‍ ଅଲ୍‍ଆଃ ।

ଗଛର ଚେର
ଦାରୁ ରେୟାଃରେ ଏଡ଼
ଗଛର ଚେର ଅଛି ।
ଦାରୁରେ ୟାଃରେଏଡ୍‍ ମିନାଃ ।

ଗଛର ଶାଖା
ଦାରୁରେ ୟାଃକତ
ଗଛର ଶାଖା ବହୁତ ।
ଦାରୁରେୟାଃ କତ ଏସୁ ପୁରେଃ ।

ଗଛର ଛେଲୀ
ଦାରୁରେୟାଃ ଚକାଃ/ଦାରୁବାକାଲାଃ/ଦାରୁହାରତାଃ
ଗଛର ଛେଲୀ ବହୁତ ମୋଟା ।
ଦାରୁହାର୍‍ତାଃ/ଚକାଃ/ଏସୁ ଇବିଲା ।

ଗଛର ଓହଳ
ଦାରୁଜର/ଜରଏ
ଗଛର ଓହଳ ଛିଣ୍ଡି ଯାଉଛି ।
ଦାରୁଜର/ଜରଏ ସିଡଃ ତାନା ।

ଗାମୁଛା
ଗାମୁଁଛା
ଗାମୁଛାରେ ପୋଛି ଦିଅ ।
ଗାମ୍‍ଛାତେ ଜଡେନ୍‍ ମେ ।

ଗେଞ୍ଜି
ଗାଞ୍ଜି
ଗେଞ୍ଜି ପିନ୍ଧ ।
ଗାଞ୍ଜିନ୍‍ ମେ ।


logo