logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଖେଳାଳୀ
ଇନୁଂନିଃ/ଇନୁଂହ
ଖେଳାଳୀ ଖେଳୁଛି ।
ଏଲବୁ ଇନୁଂଆ ।

ଖେଳ ପଡ଼ିଆ
ଇନୁଂତାଣ୍ଡି/ଇନୁଂଗଳା
ଖେଳ ପଡ଼ିଆ ଛୋଟ ଅଛି ।
ଇନୁଂତାଣ୍ଡି/ଗଳା ହୁଳିଂଙା ।

ଖପରା ଖେଳ
କେଚଃ ଇନୁଂ
ଖପରା ଖେଳ ଖେଳିବା ।
କେଚଃ ଇନୁଂ ବୁ ଇନୁଙା ।

ଖସା
ତିଲ୍‍ମିଂ
ଖସା ବହୁତ ମହଙ୍ଗା ଅଟେ ।
ତିଲ୍‌ମିଂ ଏସୁଗନଂଙା ।

ଖଟିବା
ଜୁଲୁଂ
କାମରେ ଖଟିବା ।
ପାଇଟିରେବୁ ଜୁଲୁଙା ।

ଖସିବା
ଇୟୁଃ,ନୁର୍
ଫଳ ଖସିଲା
ଜଅ ଇୟୁଃ/ ନୁର୍‍ ୟାନା ।

ଖାଇବା
ଜମ୍‍
ଆସ ଭାତ ଖାଇବ ।
ଏଲା ହୁଜୁମଃ ମାଣ୍ଡି ଜମେମେ ।

ଖୁଆଇବା
ଆଜମ୍‍
ମାଆ ଛୁଆକୁ ଭାତ ଖୁଆଉ ଅଛି ।
ଏଙ୍ଗା ହନ୍‌କେ ମାଣ୍ଡି ଆଜମିଇ ତାନା ।

ଖୁମ୍ପିବା
ସଦା
କାଉ ଖୁମ୍ପିଲା ।
କାଆଃ ସଦା କିଃୟେ ।

ଖଞ୍ଜିବା
ତୁକେମ୍‍
ସୁତାକୁ ଖଞ୍ଜ ।
ସିଡ୍‍ ସୂତେମ୍‌କେ ତୁକେମେମ୍‍ ।


logo