logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଖିଡିକି
ସିଂକିଳି
କବାଟ ଖିଡିକି ଲାଗିଚି ।
ଟାଟିରୋ ସିଂକିଳି କିଲୁମମେ କେନେ ।

ଖଟ
ପାରକମ୍‍
ଖଟରେ ଶୋଇବା ।
ପାର‍କମ୍‌ରେବୁ ଗିତିଃଇଏ ।

ଖଟପୁଆ
ପାରକମ୍‍ଟୁକୁ
ଖଟପୁଆ ଭାଙ୍ଗି ଯାଇଅଛି ।
ପାର୍‍କମ୍‍ ଟୁକୁ ରାପୁଡ଼େ କେନେ ।

ଖଇଁଚି
କୁମ୍ବାଡ
ଖଇଁଚିରେ ମାଛ ଧରାଯାଏ ।
କମ୍ବାଡ଼ତେ ହାଇକବୁ କୁମ୍ବାଡ୍‌କଆ ।

ଖଣତି
ଜିମ୍ବିରି
ଖଣତିରେ ମାଛ ଧରାଯାଏ ।
ଜିମ୍ବିରିତେ ହାକୁକକ ସାବ୍ କୱା ।

ଖେଳନା
ଇନୁଂତେୟାଃ
ଖେଳନାରେ ପିଲା ଖେଳୁଛି ।
ଇନୁତେୟାଃ ତେହନ ଇନୁଂତାନା ।

ଖୁର
ହଲାଡ
ଖୁର୍‍ ଖାଇଯାଇଛି ।
ହଲାଡ୍‍ ହାର୍‍ ଚାବା ଆକାନା ।

ଖଇ
ବାବାଆତା
ଖଇ ପୂଜା କାମରେ ଲାଗେ ।
ବାବା ଆତା ବଙ୍ଗା ପାଈଟିରେ ଆଗୁଉ ଏଃ ।

ଖଟା
ମରଃଏ
ଖଟା ବହୁତ ଭଲ ହୋଇଛି ।
ମରଏଃ ଉତୁ ଏସୁ ବୁଗି ବାଇୟାକାନା ।

ଖିରି
ନଗଡ ଲେ'ମାଣ୍ଡି
ଖିରି ଖାଇବା ।
ନଗଡ୍‍ ଲେଏ ମାଣ୍ଡିବୁ ଜମେୟା ।


logo