logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ରାଜା
ରାଜା
ରଜାଙ୍କର ପ୍ରଜା ଆବଶ୍ୟକ ।
ରାଜା ଲଃତେ ପ୍ରଜାକ ଗରଜ ।

ରାଜାଙ୍କ ଭୋଜି
ରାଜାଅୱାଃ ଜମନୁଁ

ରାଜ୍ୟ
ରାଇଜ୍‍
ଆମ ରାଜ୍ୟ ଓଡିଶା ।
ଆବୁଃଏ ରାଇଜ ଓଡ଼ିଶା ।

ରାଣୀ
ରାଣୀ/ରାନି
ବାପ୍‍‌ରେ ରାଣୀ ଏତେ ସୁନ୍ଦରୀ ।
ବାବାରେ ରାଣୀ/ରାନୀ ନିମିନ୍‍ ସୁନ୍ଦର ।

ରାଶି
ରାମ୍‍ତିଆ
ରାଶି ଚାଷ ଲାଭଜନକ ।
ରାମ୍‍ତିଆ ଚାସରେ ଲାଆବ ମିନାଃ ।

ରାଶି
ରାମ୍‌ତିଆ
ରାଶି ତେଲ ଆଣ ।
ରାମ୍‌ତିଆ ସୁନୁମ୍ ଆଗୁଇମ୍ ।

ରାଶି
ରାମ୍‍ତିଏ
ରାଶି ତେଲ ।
ରାମତିଏ ସୁନୁମ୍ ।

ରୁଟି
ରିବ୍‍ଲାଡ୍‍
ବେଲିକି ରୁଟି ତିଆରି କରନ୍ତି ।
ରିଡ୍‍ଲାଡ୍‍ ରୁଟି କ ବାଇୟା ।

ରୂପା
ରୁପେ
ବେକରେ ରୂପା ହାର ।
ହଟଅଃରେ ରୁପେ ହିଶିର୍‍ ।

ରୂପେଲୀ
ପିରିଃ


logo