logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଫୁଲ କୋବି
ବାଆକୁବି
ଫୁଲକୋବିର ତରକାରୀ ।
ବାଆ କୁବି ଉତୁ ।

ଫୁଲକୋବି
ବାଆ କୁବି
ଫୁଲକୋବିରେ ପୋକ ଲାଗିଛି ।
ବାଅ କୁବିକ ଚିଦୁ ତାଡ଼ା/ଚିଦୁ ତିୟାଃ ବାଆ କୁବି ।

ଫୁଲମାଳ
ବାଆହିସିର୍‍
ବେକରେ ଫୁଲ ମାଳ ।
ହଟଃରେ ବାଆ ହିସିର ।

ଫୁସ୍‌ଫୁସ୍
ସାଲାମ୍

ଫୁସ୍‍ଫୁସ୍‍
ବରକତ୍‍
ଆମ ଶରୀରରେ ଫୁସ୍‍ଫୁସ୍‍ ଅଛି ।
ଆବୁହାଃ ହମଅରେ ବରକଡ୍‍ ମେନାଃଆ ।

ଫେଁ କିନା
ସେଁ କେନ୍‍
ଶଙ୍ଖା ବିଲେଇ ମାଙ୍କଡ଼ର ବଙ୍କା ମୁହଁ ଦେଖି ଫେଁ କିନା ହସିଦେଲା ।
ଡୁମ୍‍ଚା ବିଲେୟ ଗାଇୟାଃ ଲର୍କା ଆ' ନେଲତେ ସେଁ କେନା ଏଃ ଲାନ୍ଦା କେଡା ।

ଫେଣା
ଚାତା
ମହୁ ଫେଣା ।
ଦୁମୁର ଚାତା ।

ଫେରି
ରୁଏ
ସ୍କୁଲରୁ ଫେରି ଆସ ।
ମଣ୍ଡଏ ତେ ବିୟୁର୍ ରୁଏନା ।

ଫୋଡଣି
ମାରାଂସୁଜେ
ବସ୍ତା ଫୋଡିଣିରେ ସିଲେଇ କରନ୍ତି ।
ବସତା ଦ ମାରାଂ ସୁଜେ ତେକ ଗାଃୟା ।

ଫୋପାଡ଼ି
ହୁମେଁ
ପଥରରେ ଫୋପାଡ଼ିଲା ।
ଦିରିରେ ତେର କେଡା ।


logo