logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ଫାଲଗୁନ
ବାଦି/ପାଗୁନ/ବାଆଚାଣ୍ଡୁଃ
ଫାଲଗୁନ‍ ମାସରେ ଡାଳ ପୂଜା ହୁଏ ।
ବାନ୍ଦି କଚାଣ୍ଡଃଉରେ ବାଆ ପରବ ହବାନା ।

ଫାଲଗୁନ
ସେନ୍ଦେରା

ଫାସ
ପାସେ
ଲଙ୍ଗଳ ଫାସେ ।
ନାଇଲ ପାସେ ।

ଫାସି
ବନଃଏ/ହାକା
ଭଗତ ସିଂଙ୍କୁ ଫାସି କଲେ ।
ଭଗତ୍‍ ସିଂ ଦକ ହାକା ଗଃଏ କିଃଏ ।

ଫିକାନୀଳ
ଲିଲ୍ ପୟଙ୍ଗ୍

ଫିକାରଙ୍ଗ
ପାଲ୍‌ପ ୟଙ୍ଗ‌

ଫିଙ୍ଗିଲା
ତେର୍‌କେଡାଏ୍
ପାଣିକୁ ବଲ ଫିଙ୍ଗିଲା ।
ଦାଆ୍ଃତେ ଡୁଇଃ ତେର୍‌କେଡା ।

ଫୁଟବଲ
ତାଲ୍‍କା ଡୁଇ
ଫୁଟବଲ ଖେଳ ଚାଲିଛି ।
ତାଲ୍‍କାଡୁଇ ଇନୁଂ ଚାଲୁଆକାନ ।

ଫୁଟାଇ
ବଳକାଅ
ପାଣି ଫୁଟାଇ ପିଅ ।
ଦାଃ ବଳକାଅ କେଡ୍ ନୁଁଇପେ ।

ଫୁଲ
ବାଆ
ଫୁଲ ଫୁଟିଛି ।
ବାଆ ପୁଟେୱାକାନା ।


logo