logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ପାଠ-୧୮(Teaching-18)
ବରଷା - ଗାମା (Rain)

ପାଠ-୮(Teaching-8)
ସୁନ୍ଦର ଆମ ଘର -ଆବୁଏ ଅୱାଆ ସୁନ୍ଦେରା

ପାଠକ
ପାଳାଓନିଃ/ପାଟୁଏ
ପାଠକ ମାନେ ବିଦ୍ୟାଳୟକୁ ଯାଉଛନ୍ତି ।
ପାଟୁଏ କ ମହଣ୍ଡ ତେକ ସେନଃତାନା ।

ପାଣି
ଦାଃ
ପାଣି ବୋହୁଛି ।
ଦାଃ ହାଳି ତେନେ ।

ପାଣି
ଦାଃଆ
ପାଣି ପିଇବ ଛାଣି
ଇତିଂ କେଏତେ ନୁଉପେ ଦାଃଆ ।

ପାଣିକୁଆ
ଦାଃ କାଆଃ
ପାଣିକୁଆ କଳା ଅଟେ ।
ଦାଃ କାଆଃ ହେନ୍ଦେୟା ।

ପାଣିକୁଆ
ଦାଆଃ କା'ଆଃ
ପାଣିକୁଆ ପାଣିରେ ବୁଡିଗଲା ।
ଦାଆଃ କା'ଆ ଦାଆଃରେଃ ଉନୁମେ ୟାନା ।

ପାଣିଧଣ୍ଡ
ଡୁଣ୍ଡୁବିଙ୍ଗ୍
ପାଣି ଧଣ୍ଡ ଗାତ ।
ଦାଃ ଦୁଣ୍ଡୁ ବିଂ ଉଣ୍ଡୁ ।

ପାତି ମାଙ୍କଡ଼
ଗାଈ
ପାତି ମାଙ୍କଡ଼ ଗଛରୁ ଡେଇଁଲା ।
ଗାଈ ଦାରୁଇତେଃ ଉଇଃୟାନା ।

ପାତି ମାଙ୍କଡ଼
ଗାଇ
ପାତି ମାଙ୍କଡ଼ ଧାନ ଖାଇଲେ ।
ଗାଇ କ ବାବା ଜମକେଡ଼ା ।


logo