logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତଳିପେଟ
ଲାତାର୍‍ ଲାଇଃ
ତଳିପେଟ ବ୍ୟଥା ହେଉଛି ।
ଲାତାରା ଲାଇ ହାସୁତେନେ ।

ତଳିପେଟ
ରାବୁଏ ଲାଇଃ /ଇଃଲାଇଲ୍ଃ

ତହସିଲଦାର୍‍
ତୁସିଲ୍‍ଦାର
ତହସିଲଦାର ନାହାନ୍ତି ।
ତୁସିଲଦାର୍‍ ବାଙ୍ଗାଇଃ ୟେ ।

ତା'ନହେଲେ
ହାନା କା'ରେଦ
ତା' ନହେଲେ ଚଳିବ ନାହିଁ ।
ହାନା କା'ରେଦ କା'ଚାଲାୱାଃ ।

ତା'ବି ହେଉ
ଇନାୱ ହବାୱଚା
ଗୋଟିଏ କାର୍ଯ୍ୟ ସାଙ୍ଗକୁ ଅନ୍ୟଟି ହେଉଥିଲେ ତା'ବି ହେଉ ।
ମିଡଅ ପାଇଟି ଲଃତେ ଏଟାଃ ପାଇଟି ହବାୱଃ ତାନରେଦ ଏନାୱ ହବାୱଚା

ତା'ର
ଆୟାଃ
ତା'ର କ'ଣ ଦରକାର ଅଛି ।
ଆୟାଃ ଚିନାଃ ଗରଜ ମେନାଃ ।

ତାଉଆ
ଲାପେଟା
ତାଉଆରେ ପିଠା କରାଯାଏ ।
ଲାପେଟାରେ ଲାଡ୍‍ ବାଇୱା ।

ତାଟି
ଟାଟି/ସିଲ୍‍ପିଙ୍‍
ଘରେ ତାଟି ଲଗାଇବା ।
ଅହାଃରେ ସିଲପିଙ୍‍ ହାଣ୍ଡେଡ୍‍ ତାଃଆ ।

ତାଟିଆ
ଗିନେ
ତାଟିଆରେ ତରକାରି ରଖାଯାଏ ।
ଗିନେରେ ଉତୁ ରିକେୱ।

ତାନ୍ତ୍ରିକ
ଦେୱାଁ
ତାନ୍ତ୍ରିକ ପଳେଇଲେ ।
ଦେୱାଁ ସେନଃ ୟାନା ।


logo