logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

ତରକାରୀ
ଉତୁ
ମାଂସ ତରକାରୀ ।
ଜିଲୁ ଉତୁ ।

ତରଫରୁ
ପାଆଏତେ
ମୋ ତରଫରୁ ବହିଟି ନିଅ
ଆଞ୍ଜ ପାଆଏତେ ପୁତି ଇଡ଼େମ ।

ତରଭୁଜ
ତାର୍‍ବୁଜୁ
ଖରାଦିନେ ତରଭୁଜ ଖାଇବା ।
ଜେଟେସିଙ୍ଗି ତାରବୁଜୁ ବୁ ଜମେଆ ।

ତରାଟ
ଗଲାଞ୍ଚି
ତରାଟ ଫୁଲ ଝଡ଼ିଛି ।
ଗଲାଞ୍ଚି ବାଆ ହଞ୍ଜରା କାନା ।

ତର୍ଜନୀ
ଲୁକୁ ଗାଣ୍ଡା/ଲୁକୁମି ଗାଣ୍ଡା

ତର୍ପଣ
ଆତାଂ ପାସିଡ୍‍
ତର୍ଷଣ ପାଣି ଦିଅ ।
ଆତାଂ ପାସିଡ୍‍ ଦାଃ ଇମାଞ୍ଜ ମେ ।

ତଳ
ଲାତାର
ତଳ ଜାଗା ।
ଲାତାର ଜାଗା ।

ତଳ ମହଲା
ଲାତାର ଦପା
ତଳ ମହଲାକୁ ଯାଅ ।
ଲାତାର୍‍ ଦପାତେ ସେନଃ ମେ ।

ତଳିପା
ତାଲକା

ତଳିପାଦ
ତାଲକା
ତଳିପାଦରେ କଣ୍ଟା ବାଜିଲା ।
କାଟା ତାଲ୍‍କାରେ ଜାନୁମ୍‍ ଟଃଆୟାନା ।


logo