logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଣ୍ଠ
ଆଳାଂ

କଣ୍ଠ
ହଟଃ/ରିଲାଂ/ଆଳାଂ
କଣ୍ଠ ସଫା କରି ଗୀତ ଗାଅ ।
ରିଲାଂ ସାପା କେଏ ୟାତେ ଦୁରାଂଙେମ୍ ।

କଣ୍ଠସ୍ୱର
ରେ ଏସ୍‍/ରାଏ
ତା'ର କଣ୍ଠସ୍ୱର ଭଲ ।
ଆୟାଃରେ ଏସ୍‍ ବୁଗିନା ।

କଥା
କାଜି
କଥା ଶୁଣ ।
କାଜି ଆୟୁ ମେମ୍‍ ।

କଦମ୍ବ
ଶାଙ୍କା
କୃଷ୍ଣଙ୍କ ନାମ କଦମ୍ବ କେଶ୍ୱରୀ ।
କିର୍‍ଷନାଃ ନୁମୁ କଦମ୍ କେଶାରୀ ।

କଦର୍ଯ୍ୟ ପାଗ
ଏଡ଼କାନ୍‌ଦାଃ
ଆଜି କଦର୍ଯ୍ୟ ପାଗ କରିଛି ।
ତିସିଙ୍ଗା ଦାଃ ଗାମା ଏଡ଼କାଃ ।

କଦଳୀ
କାଦାଲ୍‍
କଦଳୀ ପୂଜା କାମରେ ଲାଗେ ।
କାଦାଲ ବାଙ୍ଗା ବୁରୁ ପାଇଟିରେ ହଜୁଃଏ ।

କଦଳୀ
କାଦାଲ‍
କଦଳୀ ଆଣ ।
କାଦାଲ ଆଗୁଇମ୍‍ ।

କଦଳୀ
କାଦାଲ
କଦଳୀ ପାଚିଲେ ହଳଦିଆ ।
କାଦାଲ ମାତା ସାସାଂଙା ।

କଦଳୀ କାନ୍ଦି
କାନ୍ଦାଲ କାନ୍ଦି
କଦଳୀ କାନ୍ଦି ହୋଇଛି ।
କାଦାଲ କାନ୍ଦିଏ କେନେ ।


logo