logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କୁଜା
କୁବେ
କୁଜା ଲୋକ ଚାଲିଛନ୍ତି ।
କୁବେ ହୋ, ସେନା କାଡା ।

କୁଡ଼ିଆ ଘର
ଗୁୟୁଅୱାଃ
କୁଡ଼ିଆ ଘରେ ଆମେ ରହୁଛୁ ।
ଗୁୟୁଅୱାଃ ଆଲେ ତାଇନ ତାନା ।

କୁଣିଆଁ
କୁପୁଲ
କୁଣିଆଁଙ୍କୁ ସମ୍ମାନ କରେ ।
କୁପୁଲ କ ମାନାତିଂ କପେ ।

କୁଣ୍ଡ
ଡ଼ାକୁଡ଼
କୁଣ୍ଡରେ ପାଣି ଅଛି ।
ଡ଼ାକୁଡ଼ରେ ଦାଃମିନାଃ ।

କୁଣ୍ଡା
ଲୁପୁଃ
ଧାନ ପେଶି କୁଣ୍ଡା ବାହାର କରାଯାଏ ।
ବା ବା ରୁଂ କେ'ରେ ଲୁପୁଃ ଅ-ଲ୍ଲାଃ ।

କୁତ୍ସିତ(କର୍ମ)
ଏଡ଼କାନ୍ ପାଇଟି
କୁତ୍ସିତ କର୍ମ କରନ୍ତୁ ନାହିଁ ।
ଏଡ଼କାନ୍ ପାଇଟି କାବୁ ଏଃ ।

କୁତ୍ସିତ(ବ୍ୟବହାର)
ଏଡ୍‍କାନ୍‍ ପାଇଟି
ଭଦ୍ର ବ୍ୟକ୍ତିଙ୍କୁ କୁତ୍ସିତ ବ୍ୟବହାର କରିବାନାହିଁ ।
ସେୟାଁନା ହୋକଂ ଏଡ଼କା କାବୁରିକେଏ କଆ ।

କୁଦ
କୁଦୁର
କୁଦରେ ପାଣି ପୂରିବୋହି ଯାଉଛି ।
କୁଦୁର୍‌ରେ ଦାଃ ପେରେଃୟାନ୍‌ତେ ପଅଲ ତାନା ।

କୁମାର
ବୟ/ବାବୁବୟ
କୁମାର ବୟସରେ ଶରୀର ଗଠନ ଦମ୍ଭ ହୁଏ ।
ବୟ/ବାବୁବୟରେ ହଳମ ତଲେ ନା ।

କୁମାରୀ
କୁଇ
କୁମାରୀ ନାମ ହୋଇ ଅବିବାହିତା ଝିଅଙ୍କର ।
ଆଉରୀ ଆନ୍ଦିନ୍‍ ଜକା ,କୁଇ, ଦକ ମେନଃଆ ।


logo