logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କାଚ
କାଚ
ଲଣ୍ଠନରେ କାଚ ଲାଗିଛି ।
ଲାଣ୍ଟେନ୍‌ରେ କାଚ ମିନାଃ ।

କାଛୁ କୁଣ୍ଡିଆ
କାସାରା
ପୋଖରୀ ପାଣିରେ ଗାଧୋଇଲେ କାଛୁ କୁଣ୍ଡିଆ ହୁଏ ।
ପୁକୁରି ଦାଃଆରେ ଅଳନାରେ କାସାରାଃଆ ।

କାଟିଦେବା
ମାଃଆ୍‌ୟ ତେୟାଃ
ଗଛ କାଟି ଦେବା ।
ଦାରୁବୁ ମାଃଆୟ ।

କାଠ
ସାଆନ୍‍
କାଠରେ ଭାତ ରାନ୍ଧ ।
ସାଆନ୍‍ ତେ ମାଣ୍ଡି ଇସିନେମେ ।

କାଠ
ସାହାନ୍‍
କାଠ ଆଣ ।
ସାଆନ୍ ଆଗୁଇମ୍‍ ।

କାଠ ହଣା
ଏ ରେଅୟେ
ଶୁଖିଆ ଗଛରେ କାଠହଣା ଚଢେଈ ବସିଛି ।
ରଅ ଦାରୁରେଏ ରେ ଅୟ ଦୁବେ କେନେ ।

କାଠସିଡ଼ି
ଦାରୁସିଣି
କାଠ ସିଡ଼ି ଦେଇ ଉପରକୁ ଯାଅ ।
ଦାରୁ ସିଣିତେ, ଚିତାନ୍ତେ ସେନଃ ମେ ।

କାଠହଣା
ଏରେ ଅୟ
କାଠହଣା ଗଛରେ ବସିଛି ।
ଏରେ ଅୟ ଦାରୁରେଃ ଦୁବା କାନା ।

କାଠହଣା
ଏରେଅୟ୍
କାଠହଣା ଗୋଟିଏ ଚଢ଼େଇ ।
ଏରେଅୟ୍ ମିଏଡ୍ ଅୟ୍ ।

କାଠୁରିଆ
ସାହାନ୍‍ ମାଃ
କାଠୁରିଆ କାଠ କାଟେ ।
ସାହାନ ମାଃ ନିଃ ,ସାହାନେଃ ମାଆ ।


logo