logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Ho Sabdakosh

କଲରା
କାର୍‌ଲା
କଲରା ପିତା ଲାଗେ ।
କାର୍‌ଲା ମେ'ରା ।

କଲିକତରା
ଗୁର୍‍ଗୁଳିଃ
କଲିକତରା ପୋକ ମାଟିରେ ରହେ ।
ଗୁର୍‍ଗୁଳିଃ ଅତେରେଃ ତାଇନେ ।

କଳସ
ତୁମିଂ/କାଳାସା
କଳସରେ ପାଣି ଅଛି ।
ତୁମିଂ/କାଳାସାରେ ଦାଃ ମିନାଃ ।

କଳସୀ
ତୁମିଂ
କଳସୀରେ ପାଣି ଅଛି ।
ତୁମିଂରେ ଦାଆଃ ମିନାଃ ।

କଳା
ହେନ୍ଦେ

କଳା ପଟା
ହେନ୍ଦେପାଟା
କଳା ପଟାରେ ଲେଖ ।
ହେନ୍ଦେ ପାଟାରେ ଅଲେମେ ।

କଳା ଭ୍ରମର
ହେନ୍ଦେଉରୁ
କଳା ଭ୍ରମର ଉଡି ଆସିଲା ।
ହେନ୍ଦେଉରୁ ଆପିର୍‍ ହୁଜୁଃଜାନା ।

କଳା ଭ୍ରମର
ହେନ୍ଦେ ଉରୁ
କଳା ଭ୍ରମର ଉଡି ବୁଲୁଛି ।
ହେନ୍ଦେ ଉରୁ ଆପିର୍ ବାଆନ୍ ତାନା ।

କଳାପାନ
ହେନ୍ଦେପାନ
କଳାପାନ ଖାଆ ନାହିଁ ।
ହେନ୍ଦେପାନ ଆଲମ ଜଅମା ।

କଷଟି
ଲେପେସେର୍‌ଦିରି /ଲେଏସେର୍‌ଦିରି
କଷଟି ପଥର ରଖାଯାଇଛି ।
ଲେପେସେର/ଲେଏସେର୍‌ଦିରି ଏମାକାନା ।


logo