logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଗତି
ରେସ
କାର ଦୃତ ଗତିରେ ଯାଇପାରେ ।
କେଛୁକାର ଜୋର୍‌ ରେସ୍‌ତେ ସାନ୍‌ନା ପାଲତେ ।

ଗତିବିଧି
ସାନ୍‌ନାଡେଲନା
ପୋଲିସ ଚୋରର ଗତିବିଧି ଲକ୍ଷ୍ୟ କରନ୍ତି ।
ପୁଲୁସ୍‌ ସୁରୁମ୍‌ ଲେବୁଆଃ ସାନ୍‌ନା ଡେଲ୍‌ନା ନଜର୍‌ ଉନ୍‌ସିଃତେ ।

ଗପ
କଥ୍‌ନୀ
ମୋତେ ଗପ ଶୁଣିବାକୁ ଭଲ ଲାଗେ ।
ଇଙ୍ଗତେ କଥ୍‌ନୀ ଅଣ୍ଡର୍‌ ନାଃଥମ୍‌ ଭଲ ଲାଃତା ।

ଗପବହି
କଥ୍‌ନୀ ବହି
ବାପା ମୋ ପାଇଁ ଗୋଟିଏ ଗପ ବହି ଆଣିଦେଲେ ।
ବୁଆଗିଙ୍ଗ୍ ଇଙ୍ଗାଃଥମ୍‌ ମୁଇଙ୍ଗ୍ କଥନୀ ବହି ଅଲଗଥଃ ।

ଗର୍ବ
ଗରବ୍
ଗର୍ବ କଲେ ଖର୍ବ ହୁଏ ।
ଗରବ୍‌ ବାୟଃଲାଃ ଖରବ୍‍ ହଏତା / ବେଶୀ ବଡପନି ଯେଃ ଭଲ୍‌ଆଁଣିଗ୍‌ ।

ଗର୍ଜନ
ଗର୍ଜେନା
ସିଂହର ଗର୍ଜନ ଶୁଣି ବନ୍ୟ ପ୍ରାଣୀ ଚୁପ ହୋ‌ଇଯାଆନ୍ତି ।
ମାହା କିଡୋଗାଃ ଗର୍ଜେନା ଅଣ୍ଡର୍‌ କରି ଆଡାୟ ୟାଃ ଜୀବ୍‌ଜଁତୁ ଚୁପ୍‌ଚାପ୍‌ ହୋଇଗ‌ଅତାକି ।

ଗଛ
ଦାରୁ
ଗଛ ଲଗାଅ ଜୀବନ ବଂଚାଅ ।
ଦାରୁ ଉନେପେ ଜୀବନ ବାଂଚାୟେପେ ।

ଗଛଲତା
ଦାରୁଲାତା
ଜଙ୍ଗଲରେ ବିଭିନ୍ନ ଗଛଲତା ଥାଏ ।
ଆଡାୟ୍‌ତେ ରକମ୍‌ରକମ୍‌ଆଃ ଦାରୁ ଲାତା ଆତା ।

ପଚାରି
ପଚରାଏ କରି
ଅବୁଝା ବିଷୟ ଶିକ୍ଷକଙ୍କୁ ପଚାରି ବୁଝ ।
ଉମ୍‌ ବୁଃଝିନା ବିଷେତେ ମାଷ୍ଟର ତେ ପଚରାଏ କଲା ବୁଃଝିନାପେ ।

ଗରୀବ
ଗରୀବ୍‌
ଆମ ରାଜ୍ୟରେ ଗରୀବଙ୍କ ସଂଖ୍ୟା ବେଶୀ ।
ଆନିଆଃ ରାଏଜ୍‌ତେ ଗରିବ୍‌ କିଆଃ ସଂଖ୍ୟା ବେଶୀ ।


logo