logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

ଖରଚ
ଖର୍‌ଚା
ପିଲାଙ୍କ ପାଠୋପକରଣ ନିମନ୍ତେ କିଛି ଖରଚ ହୁଏ ।
କୁଁଣୁଃକିଆଃ ବହିପତର ଲାଗିନ୍‌ ଇଚି ଖର୍‌ଚା ହଏତା ।

ଖସ‌ଖାସ୍‍
ଖସ‌ଖାସ୍‍
ରାତିରେ ଖସ‌ଖାସ୍‍ ଶବ୍ଦ ଶୁଣି ମୁଁ ଡରିଗଲି ।
ଇଡିବ୍‌ତେ ଖସ୍‌ଖାସ୍‌ ଶବଦ୍‌ ଅଣ୍ଡର୍‌ କରି ଇଙ୍ଗ୍ ବତଙ୍ଗଗଃକିଙ୍ଗ୍ ।

ଖଞ୍ଜଣି
ଖଞ୍ଜନି
ଆଜିକାଲି ଖଞ୍ଜଣି ଗୀତ ଆଉ ଶୁଣିବାକୁ ମିଳୁନି ।
ଉପାଡି ଖଞ୍ଜନି ଆଲଙ୍ଗ୍ ଅଡଃ ଅଣ୍ଡର୍‌ନାଃଥମ୍‌ ଉମ୍‌ କୁଇତାଏଗ୍‌ ।

ଖଣ୍ଡଖଣ୍ଡ
ଖଣଖଣ
ତେଲ ବୋତଲ ତଳେ ପଡ଼ି ଖଣ୍ଡଖଣ୍ଡ ହୋ‌ଇଗଲା ।
ଜୋଲ ଶିଶି / ବୁତଲ୍‌ ତୁତାତେ ଗୁର୍‌ କରି ଖଣ୍‌ଖଣ୍‌ ହଏଗଃକି ।

ଖନ୍ଦା
ଖାନ୍ଧାଃ
ଭୋଜି ବେଳେ ଖନ୍ଦାରେ ରୋଷେଇ କରାଯାଏ ।
ଭୁଜିଭେରେ ଖାନ୍ଧାଃତେ ଗଙ୍ଗ୍ ତେକି ।

ଖମ୍ବଆଳୁ
ଉପକାପଡବ
ଖମ୍ବଆଳୁ ଏକ ଭଲ ପରିବା ଅଟେ ।
ଉପ୍‌କାପଡବ୍‌ ମୁଇଁଙ୍ଗ୍ ଭଲ ତରକାରୀ ଆଏ/ହାଏ ।

ଖଞ୍ଜିବା
ଖଞାୟନା
ମେସିନ୍‌ର ଯନ୍ତ୍ରାଂଶ ଖଞ୍ଜିବା ଜଟିଳ କାର୍ଯ୍ୟ ଅଟେ ।
ମିସିନ୍‌ଆଃ ଜିନିଷ୍‌ପତର୍‌ କି ଖଞ୍ଜାୟ୍‌ନା ମୁସ୍‌କିଲ୍‌ କାମୁହାଏ ।

ଖାଇ
ନଃକଲା
ଆମ ଜେଜେ ରାତିରେ ରୋଟି ଖାଇ ଶୋ‌ଇ ଯାଆନ୍ତି ।
ଏଲାଃ ଆଜା ଇଡିବ୍‌ତେ ରୁଟି ନଃ କଲା ଗିତାଃ ଗଃତା କି ।

ଖାଇବା
ନଃଖଲାଃ
ଭାତ ଖାଇବା ଦ୍ୱାରା ଶକ୍ତି ମିଳେ ।
ପେଗ୍‌ ନଃଖଲାଃ ବଡ୍‌ କୁଇତା ।

ଖାତିର
ଖାତିର୍‌
କୃଷକ ବର୍ଷାକୁ ଖାତିର କରେ ନାହିଁ ।
ତାସୀ ବର୍ଷାତେ ଖାତିର୍‌ ଉମ୍‌ ବାୟତେ ।


logo