logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କ୍ଳେଶ
ଦୁଃଖ
ବିଭିନ୍ନ କ୍ଳେଶରେ ଆଜିର ମଣିଷ ଜର୍ଜରିତ ।
ଝାକିର୍‌କମ୍‌ଆଃ କସୁବୁଙ୍ଗ୍ ତାମ୍‌ଗାଃ ଲେବୁକି ଭରେସିଗ୍‍ କି ।

ଖବର
ଗେଜଟ୍‌
ଖବର କାଗଜ ସମାଜର ଦର୍ପଣ ଅଟେ ।
ଗେଜଟ୍‌ କାଗଜ୍‌ ସମାଜ୍‌ଆଃ ଦରପନ୍‌ ହାଏ ।

ଖସଡା
ପଢାୟନ ସୂଚନା
ବିଦ୍ୟାଳୟମାନଙ୍କର ଖସଡ଼ା ନିର୍ମିତ ହୋ‌ଇଛି ।
ଇସ୍‌କୁଲ୍‌ କିତେ ପଢାୟନା ସୂଚନା ବାଏଡମ୍‌ସିଗ୍‌ ।

ଖପରା
ଗାଲି
ହାଣ୍ଡି ଭାଙ୍ଗିଲେ ଖପରା ହୋ‌ଇଯାଏ ।
ଡିବି ପାଃକିଲାଃ ଗାଲି ହଏତା / ହଏ ଗଃତା ।

ଖଜୁରୀ
ଖେଜୁର୍‌
ଆମ ଗାଁରେ ଡ଼େଙ୍ଗା ଡ଼େଙ୍ଗା ଖଜୁରୀ ଗଛ ଅଛି ।
ଏଲାଃ କେଲ୍‌କେତେ ମାହାମାହା ଖେଜୁର୍‌ ଦାରୁ ଆଃଇ ।

ଖଡ଼ିକା
ଜନଃ
ଖଡ଼ିକାରେ ଗୁହାଳ ସଫା କରାଯାଏ ।
ଜନଃ ବୁଙ୍ଗ୍ ଗହାଡ୍‌ ଜଃ ଡମ୍‌ତା ।

ଖରାପ
ଖରାପ୍‌
ଖରାପ ପାଗ ଶରୀର ପାଇଁ ଅନିଷ୍ଟକର ।
ଖରାପ୍‌ ପାଗ ନିରିଆଃଥମ୍‌ ଭଲ ଆଣିଗ୍‌ ।

ଖରାଦିନ
ଗିଡିଂଦିନ
ଖରାଦିନରେ ଜଳ ସଙ୍କଟ ଦେଖାଦିଏ ।
ଗିଡିଂଦିନ ଡାଗାଃ ଅଭାବ ହଏତା/ଜୟତା ।

ଖରା
ଗିଡିଙ୍ଗ୍
ଖରାରେ ଜଳରୁ ବାଷ୍ପ ଉପରକୁ ଉଠେ ।
ଗିଡିଙ୍ଗତେ ଡାଃ ତାୟ ଭାପ୍‌ ତଭ୍‌ଲୁଙ୍ଗତିଗ୍‌ ଉଠେ ତା ।

ଖଦଡ଼ା
ଖଦଡ୍‌
ଗହମ ପେଶିବା ପରେ କିଛି ଖଦଡ଼ା ଅଂଶ ଥାଏ ।
ଗହମ ପିଶାଏନାଃତେ ଇଚି ଖଦଡ୍‌ ଜିନିଷ ରହେଗଃତା ।


logo