logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କଳି କଜିଆ
କଲେଗ୍‌ କେନ୍ଦାର
ମୁର୍ଖ ଲୋକେ କଳି କଜିଆ କରିଥାନ୍ତି ।
ମୁରୁଖ୍‌ ଲେବୁକି କଲେଗ୍‌ କେନ୍ଦାର୍‍ ବାଏତେକି ।

କଲରା
କାର୍‌ଲା
କଲରା ଏକ ହିତକାରୀ ଖାଦ୍ୟ ଅଟେ ।
କାର୍‌ଲା ମୁଇଙ୍ଗ୍ ଭଲ ନ‌ଅନା ଜିନିଷ୍‍ ଆଏ/ହାଏ ।

କପଡ଼ା
ଛିଡା
ଶୀତ ଦିନେ ଗରମ କପଡ଼ା ଆବଶ୍ୟକ ।
ରାଙ୍ଗାଲେରାଙ୍ଗ୍ ଉଦୁମ୍‌ ଛିଡା ଦର୍‌କାର ।

କମିବା
କମେନା
ଶରୀରରେ ଜଳ‌ଅଂଶ କମିବା ଅନୁଚିତ ।
ନିରୀଆଃ ଡାଃ ଅଂଶ୍‍ କମେନା ଆଣିଗ୍ ।

କାବା
ଭାକୁଆ
ସର୍କସରେ ହାତୀ ଦେଖି ପିଲାଟି କାବା ହୋ‌ଇଗଲା ।
ସର୍କସ୍‌ତେ ବେଟା ଯେ ହାଁଥୀ ଜୟକରି କାଳୁଆଏ ଗଃକି ।

କାଳକାଳ
ଯୁଗ୍‌ଯୁଗ
ଦେଶ ପାଇଁ ପ୍ରାଣବଳୀ କାଳକାଳ ସ୍ମରଣୀୟ ହୋ‌ଇ ରହେ
ଦେଶ୍ ଆଃଥମ୍‍ ଜୀବନ୍ ତେରଃଲାଃ ଯୁଗ୍‌ଯୁଗ୍‌ ନାଁ ରହେତା / ମନ୍‌ତେ ରହେତା ।

କାଉ
କୁଆଃ
କାଉ କା କା ବୋଲି ରଡ଼ି ଛାଡ଼େ ।
କୁଆଃ କା କା ଗାମ୍ କରି କିର୍‌ଲାଏ ତେ / ରଡି ତେର୍‌ତେ ।

କାଳ
ଯୁଗ୍‌
ଆଜି କାଲିର କାଳ ଅତ୍ୟନ୍ତ ମନ୍ଦ ଅଟେ ।
ଉପାଡି ଆଃ ଯୁଗ୍ ମୁରୁକ୍ ଖାରାପ୍ ହାଏ ।

ଖରା
ଗିଡିଂ
ଗ୍ରୀଷ୍ମ ଋତୁରେ ଟାଣ ଖରା ହୁଏ ।
ବୈଶାଖ୍‌ ଲେରାଙ୍ଗ୍/ଗିଡିଂ ଲେରାଙ୍ଗ୍ ଟାନେଟାନ୍ ଗିଡିଂ ହଏତା ।

କାରଣ
କାରନ୍
ରବି ଏ ବର୍ଷ ଫେଲ୍‌ ହେଲା, କାରଣ ସେ ମନଦେଇ ପଢ଼ି ନଥିଲା ।
ରବି ଉ ବରଷ୍ ଫେଲ୍ ହଏକି, କାରନ୍ ଆଡି ମନ୍ ତେର୍ କଲା ଉମଃପଢେନା ।


logo