logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କବାଟ
ସନଙ୍ଗ୍
ଲୋକେ ରାତିରେ କବାଟ ବନ୍ଦ କରି ଘରେ ଶୁଅନ୍ତି ।
ଲେବୁକି ଇଡିବ୍‌ତେ ସନଙ୍ଗ୍ ତେର୍‍ କରି ଅଃତେ ଗିତାଃତାକି ।

କଟୁରୀ
ଛୁରୀ/କଟାଏର
କଟୁରୀରେ ଘାସ ବୁଦା ଇତ୍ୟାଦି ସଫା କରାଯାଏ ।
କଟାଏର ବୁଙ୍ଗ୍ ଘାସ ବୁଦା କିତେ ସଫା ବାଏ ତେକି ।

କଲମ
ଫଲଟେନ
କଲମ ଲେଖା ଗୁଡ଼ିକ ଦୀର୍ଘ ସ୍ଥାୟୀ ହୁଏ ।
ଫଲଟେନ୍‍ ଆଃ ଲେଖା କି ଖୋବ୍‍ ଦିନ୍‍ ଜାକର ରହେତା/ଝାକି ଦିନଆଃଥମ୍‍ ରହେତା ।

କର
ବାୟେପେ
ପିତାମାତାଙ୍କୁ ସମାଦର କର ।
ମାଁ ବୁଆତେ ସମାନ ଆଦର ବାୟେପେ ।

କହି
ଗାମକରି
ଜେଜେମା ଗପ କହି ଆମକୁ ଶୁଆନ୍ତି ।
ଆଇମାଁ/ଆଇବୁଢ଼ୀ କଥ୍‌ନୀ ଗାମ୍‍ କରି ଆନିଙ୍ଗତେ ଗିବ୍‌ତାଃତେ ।

କଢ଼ି
କୋଢ଼ୋ
କଢ଼ିରୁ ଫୁଲ ଫୁଟେ ।
କୋଢ଼ୋତାୟ ଫୁଲ ଫୁଃଟେତା ।

କଥନ
ଗାମନା
କଥନ ଦ୍ୱାରା ଭାବ ପ୍ରକାଶ କରାଯାଏ ।
ଗାମ କରି ମନ ଆଃ କାୟମ୍‍ ଗାମ୍‌ନା ହଏତା ।

କମ୍ପି
କାଁପେନା
ଘଡ଼ଘଡ଼ି ଶବ୍ଦରେ ମେଦିନୀ କମ୍ପି ଉଠେ ।
ଘଡ୍‌ଘଡି ଶବଦତେ ପୁରଥି କାଁପେ ଗଃତା । / ଘିଡ୍‌ଘିଡ୍‌ଚଡ୍‌ଚଡ୍‌ତେ ପୁର୍‌ଥି କଁପେ ଗଃତା ।

କଣ୍ଠ
ସୋର୍‍
ମଧୁର କଣ୍ଠରେ ସଂଗୀତ ଗାନ କର ।
କିଲ କିଲାଃ ସୋର୍‌ତେ ଆଲଙ୍ଗ୍ ଆଲଙ୍ଗନାପେ ।

କଡ଼ରେ
ତୟୋଡ୍‌ତେ
ରାସ୍ତା କଡ଼ରେ ମଳ ତ୍ୟାଗ ଅନୁଚିତ ।
ସଡକ ତୟୋଡ୍‌ତେ ଇଗ୍‌ନା ଭଲ୍‌ ଆଣିଗ୍‌ ।


logo