logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Khadia Dictionary (Kharia)

କର‌
ତିଇ
ମୁଁ ନିତି ସକାଳେ କର ଯୋଡି ପ୍ରାର୍ଥନା କରେ ।
ଇଙ୍ଗ୍ ଝାକିଦିନ ମିଆଁ‌ତେ ତିଃଇ ଯଡେ କଲା ପାର୍‌ଥାନା ବାଏ ତିଙ୍ଗ୍ ।

କଷଣ
କଷ୍ଟ
କଷଣ ସହିବା ବୁଦ୍ଧିମାନର କାର୍ଯ୍ୟ ଅଟେ ।
କଷଟ ସହେ ନା ବୁଦ୍ଧିମାନ୍‍ ଆଃ କାମୁ ହାଏ ।

କର୍ଣ୍ଣ
ଲୁତୁର
କର୍ଣ୍ଣ ଦ୍ୱାରା ଶ୍ରବଣ ହୁଅ‌ଇ ।
ଲୁତୁର୍‍ ବୁଙ୍ଗ୍ ଅଣ୍ଡର୍‌ନା ହଏତା ।

କ‌ଇଁଚି
କଏଁଚି
କ‌ଇଁଚି ରେ ବାଳ କଟାଯାଏ ।
କଏଁଚି ବୁଙ୍ଗ୍ ଉଳି କଏ ତେ କି ।

କ‌ଇଁଛ
କୁଲୁ / କଛୁ
ଗହୀରମଥା କ‌ଇଁଛଙ୍କ ପ୍ରଜନନ କେନ୍ଦ୍ର ଅଟେ ।
ସେଲୁଁଙ୍ଗଡାଃତେ ଗହୀର ମଥା କୁଲୁ / କଛୁ କିଆ ବ‌ଅଁଶ ବଢାଏନା ଠାଣ ଆଏ ।

କଂଟା
ଜୁରାଃ
ଗୋଲାପ ଗଛରେ କଂଟା ଥାଏ ।
ଗୁଲାପ ଦାରୁତେ ଜୁରାଃ ଆତା ।

କଦଳୀ
କଦେଲ
କଦଳୀ ଏକ ସୁଆଦିଆ ଫଳ ଅଟେ ।
କଦେଲ୍‍ ମୁଇଙ୍ଗ୍ ସେବୁଲ୍ ଲକୁହାଏ ।

କମଳା
କମଳା
କମଳାରୁ ଫଳରସ ପ୍ରସ୍ତୁତ କରାଯାଏ ।
କମ୍‌ଳାଃ ଲକୁତାୟ୍‌ ରସ୍‍ ତିଆରି ହଏତା ।

କଂଚା
ବରଲ୍‌
କଂଚା କାଠ ସହଜରେ ଜଳେ ନାହିଁ ।
ବରଲ୍‌ ସଙ୍ଗଲ୍‌ ସହ୍‌ଜେ ଉମ୍‌ତେମୁତା । ଜଲ୍‌ଦି ଉମ୍‌ ତେମୁତା ।

କଲବଲ
ଗଡ୍‌ଗଡା
ଭିକାରୀଟି କଲବଲ ହୋ‌ଇ ଅନାଇଛି ।
ମଂଗ୍‌ତରୀ ଯେଃ ଗଡ୍‌ଗଡା ହଏକଲା ଜୟ୍‌ନା ମୁଢିଆଏସିଗ୍‌


logo