logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଖାଦ୍ୟପେୟ
ତିନ‍ମ୍ବା ଉନ୍‍ମ୍ବା
ଖାଦ୍ୟପେୟ ଅଭାବ ଚିନ୍ତାର ବିଷୟ ଅଟେ |
ତିନ୍‍ମ୍ବାଉନ୍‍ମ୍ବା ପାନାନାରି ଦେରି ବିକାଲି କାତା |

ଖାପ ଖାଇବା
ଟିକ୍ନା ଆତା
ଜଳବାୟୁ ସହିତ ଖାପ ଖାଇବା ଆବଶ୍ୟକ |
ବିଲୁ ସିରୁ ତିକୋ ଟିକ୍ନା ଆଡା ଲୂଡ଼ା ମାନେ |

ଖାଲ ଯାଗା
ଗାଡାବାହା
ଖାଲ ଯାଗାରେ ପାଣି ଜମି ରହେ |
ଗାଡାବାହାତାନି ସିରୁ ଉଜାନା ରାହି ଆନେ |

ଖାଲି ଯାଗା
ଆରେବାହା
ଆମ ବାରିରେ ଛୋଟ ଏକ ଖାଲି ଯାଗା ଅଛି |
ମାଇ ବାଡାତାନି ରଣ୍ଡେ କଗାରି ଆରେ ବାହା ମାନେ |

ଖାଲି ଘରେ
ଆରେ ଇଡୁ
ଖାଲି ଘରେ ବିଭିନ୍ନ କୀଟ ପତଙ୍ଗ ବସା ବାନ୍ଧନ୍ତି |
ଆରେ ଇଡୁତାନି ଇସାନାଣ୍ତାତାଇ ପାହିନୁ |

ଖାଣ୍ଟି
ଦ୍ରାବା
ଖାଣ୍ଟି ସୁନାର ଦାମ ଅଧିକ ଅଟେ |
ଦ୍ରାବା ସୁନାତାରି ମୁଲୁ ଗୁଲେତିକି ଗାପ୍‍ସି |

ଖୁଆଇ
ଊଡ୍‍ସାନା
ମାଁ ଛୁଆକୁ କ୍ଷୀର ଖୁଆଇ କାମରେ ଲାଗିଯାଏ |
ଟାଡି ମୀଡାତିନି ପାଡୁ ଊଡ଼୍‍ସାନା ପାଇଟି ଗିକାନେ |

ଖୁସିରେ
ରେହାଡ଼ାଈ
ଚଢେଇମାନେ ଖୁସିରେ ଉଡ଼ି ବୁଲନ୍ତି |
ପଟାଙ୍ଗା ରେହାଡ଼ାଈ ପାସ୍କିଦୁଃନୁ |

ଖୁବ
ଗାମେ
ଘରେ ନିଆଁ ଲାଗିଲେ ଖୁବ ଜୋରରେ ପାଟି କର |
ଇଡୁ କାମ୍ବିତାକା ଗାମେ ଦେରିଗୀରାଡ଼ାଇ କୂକ୍‍ଦୁ |

ଖୁଣ୍ଟି
ପେଗ୍‍ଜାନା
ପକ୍ଷୀମାନେ ଖୁଣ୍ଟି ଖାଆନ୍ତି |
ପାଟାଙ୍ଗା ପେଗ୍‍ଜାନା ତିନୁ |


logo