logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କୋଇଲି
କୁଇଲି ପଟା
ବସନ୍ତ ଋତୁ୍ରେ କୋଇଲି ଗୀତ ଗାଏ |
ପୂଙ୍ଗା ଡେଲିତାନି କୁଇଲି ପଟା ଗାଡ଼ି ଏସ୍କିନେ |

କୋରଡ଼
ପଲା
ପକ୍ଷୀମାନେ ଗଛ କୋରଡ଼ରେ ଆଶ୍ରୟ ନିଅନ୍ତି |
ପଟାଙ୍ଗା ମ୍ରଃକା ପଲାଙ୍ଗାନି ମାର୍‍ଗାଈ ମାନୁ |

କୋକି ଶିଆଳି
ବିଲ
କୋକି ଶିଆଳି ଭାରି ଚତୁର |
ବିଲ ଗାମେ ସୁତ୍ର ଗାଟାରି |

କୋଳି
କାଙ୍ଗା
ଖଜୁରି କୋଳି ମିଠା ଲାଗେ |
କାଜୁରି କାଙ୍ଗା ତିନ୍‍ମ୍ବା ସେନୁ |

କୋଳରେ
କ୍ରାତାତାନି
ଧରଣୀ ନିଜ କୋଳରେ ଆମକୁ ଧରିଛି |
ପୁର୍ତି ତାଡ଼ା କ୍ରାତତାନି ମାଙ୍ଗେ ଆହାଞ୍ଜାନେ |

କୋଳାହଳ
କିଲାକଟ୍ର
ହାଟର କୋଳାହଳ ବହୁ ଦୁରକୁ ଶୁଭାଯାଏ |
ଆଟାତାରି କିଲାକଟ୍ର ଦୁରୁଟି ୱେନ୍‍ମ୍ବା ଆଇନେ |

କୋହଲା
ଜିଲ୍‍ନା
ଶୀତ ଋତୁରେ ବେଳେ ବେଳେ କୋହଲା ପାଗ ହୁଏ |
ପେନ୍‍ ଡେଲି ଜାହିତାନି ଜିଲ୍‍ନାତାରି ପାଗ ଆଇନେ |

କୋଡ଼ି
କାତ
ଆମେ କୋଡ଼ି ସାହାଯ୍ୟରେ ଘାସ ସଫା କରୁ |
ଆମୁ କାତଡ଼ାଈ ସଲା ତାଃପାଇନାମୁ |

କୌତୁହଳ
ପୁନ୍‍ମ୍ବା ରେହା
ନୂଆ ଜିନିଷ ଦେଖିବାକୁ କୌତୁହଳ ଜାତ ହୁଏ |
ପୂନାରା ମେଃପାସେଲୁ ପୁନ୍‍ମ୍ବାରେହା ଗାଡ଼ି ଆଇନେ |

କୌଶଳ
ପାହେରି
ହାଣ୍ଡି ଗଢିବାର କୌଶଳ କୁମ୍ଭାରମାନେ ଜାଣନ୍ତି ହୁଏ |
ଟେକିଙ୍ଗା ତେଜିନାରା ପାହେରି କୁମାରାଙ୍ଗା ପୁନେରୁ |


logo