logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କାନଫୁଲ
କିରୂ ପୂଙ୍ଗା
ଝିଅମାନେ ସୁନାର କାନଫୁଲ ପିନ୍ଧନ୍ତି |
ବୁଡିସାକା ସୁନାତାଆ କିରୂ ପୂଙ୍ଗା କିପ୍‍କିନୁ |

କାଗଜ
କାଗ୍‍ଜ
କାଗଜରେ ବହି ତିଆରି ହୁଏ |
କାଗ୍‍ଜଡ଼ାଈ ପୁତିଙ୍ଗା ତଲ ଗିୱା ଆଇମାନେ |

କାର୍ଡ
କାଡ଼
କାର୍ଡରେ ଚିଠି ଲେଲି ପଠାଯାଏ |
କାଡ଼ତାନି ଆକୁ ବ୍ରୀସାନା ପାଣ୍ଡା ଆଇନେ |

କାନକୁ
କିରୁ ତାଙ୍ଗି
ମନ୍ଦ ଭାଷା କାନକୁ ଭଲ ଶୁଭେ ନାହିଁ |
ଡ଼ଈକାତା କରୁତାଙ୍ଗି ନେଗି ଆଆତେ |

କାମୁଡି
କାସାନା
କୁକୁର ହାଡ଼ଟିଏ କାମୁଡି ଧାଇଁଗଲା |
ନାହଡ଼ି ପ୍‍ଡେନୁ ରଣ୍ଡା କାସାନା ଦେଗିତେ |

କାଦୁଅ
ଗେଡ୍ରେ
ରାସ୍ତାଟି କାଦୁଅ ହୋଇଛି |
ପାହେରି ଗ୍ରେଡ୍ରେ ଆଜାନେ |

କାନ୍ଦୁଲ
ଗସାକାଙ୍ଗା
ଆଦିବାସୀମାନେ ଜଙ୍ଗଲ କାଟି କାନ୍ଦୁଲ ଚାଷ କରନ୍ତି |
ଗସାଦିନାତାକା ତାସାକାତାନା କାଙ୍ଗା ତାସା ଗିପିନେରୁ |

କାଡ଼ିବା
କଡା
କୂଅରୁ ପାଣି କାଡ଼ିବା ପାଇଁ ଅରଟ ଲାଗିଥାଏ |
କୁଆଡାଈ ସିରୁ କଡ଼ା ସେଲୁ ଅରଟ ଇଟା ଆଇନେ |

କାମରେ
କାବାଡି ତାନି
ଚିରା କନା ବେଳେ ବେଳେ କାମରେ ଲାଗେ |
ବ୍ରିତି ବଣା ଜାହିତାନି କାବାଡିତାନି ବାଇମାନେ |

କି କି
ଆନି ଆନି
ନନ୍ଦନ କାନନରେ କି କି ପ୍ରାଣୀ ରହିଛନ୍ତି |
ନନ୍ଦନ କାନନତାନି ଆନି ଆନି ଜତଙ୍ଗା ମାନୁ |


logo