logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କାଳ୍ପନିକ
ଏଲୁଗିନାରି
କାର୍‍ଗିଲ୍‍ ଯୁଦ୍ଧ ଏକ କାଳ୍ପନିକ କାହାଣୀ ନୁହଁ |
କାର୍‍ଗିଲ୍‍ କାଲା ରଣ୍ଡେ ଏଲୁଗିନାରି କେରଣ୍ଡି ଆଆତେ |

କାରିଗର
ଗିୱା ପୁନାକା
କାରିଗର ମାନେ ସୂକ୍ଷ୍ମ କାରୁକାର୍ଯ୍ୟ କରନ୍ତି |
ଗୱା ପୁନାକା ସାଞ୍ଜାନାଆ ଲାଇଗିନେରୁ |

କାଙ୍କଡ
କାକାଟ୍ରୀମିଙ୍ଗା
ମାଙ୍କଡ କାଙ୍କଡ ଖାଏ |
ମାକାଡି କାକାଟ୍ରୀମିଙ୍ଗା ତିନେ |

କାଠ ଗୋଲି
ବେଜୁ ବାଟି
କାଠଗୋଲି ହାଲୁକା ଲାଗେ |
ବେଜୁ ବାଟି ପିଅଙ୍ଗ ଇନେ |

କାକୁଡି
ମୁଣ୍ଡୂକା
ଖରାଦିନେ କାକୁଡି ଖାଇବା ଭଲ |
କାରାଡେଲି ମୁଣ୍ଡୂକା ତିନ୍‍ମ୍ବା ଗାମେ ନେଗି |

କାମ
କାବାଡି
ରୋଗି କରିବା ଏକ ମହତ କାମ ଅଟେ |
ରୂଗୁଗାଟାରିରୀ ଲପ୍‍କା ଗାମେ ନେଗି କାବାଡି |

କାଠିକୁଟା
ପାକାଙ୍ଗ୍ ସୁହାଙ୍ଗା
ବର୍ଷା ଜଳରେ କାଠିକୁଟା ଭାସିଯାଏ |
ପିଜୂ ସିରୁଡାଈ ପାକାଙ୍ଗା ସୁହାଙ୍ଗା ପେଁନା ସାନୁ |

କାତି
କୂଡେ
ପରିବା କାଟିବା ପାଇଁ କାତିଟିଏ ଆବଶ୍ୟକ |
କୁସାବର କ୍ରାପ୍‍କା ସେଲୁ କୂଡେ ଲୂଡାମାନେ |

କାଖ
କିତ୍‍କାଲମି
ବୁଡାଟି ଛତା କାଖରେ ଜାକି ଯାଉଛି |
ବୁଡାଗାଟାଞ୍ଜୁ କତ୍‍କାଲମୀତାନି ସାତା ଜକୁ ଇସାନା ସାଜିଠାନ୍ଞ୍ଜୁ |

କାହାଣୀ
କେରଣ୍ଡି
ଜେଜେମା ମୋତେ କାହାଣୀ କହି ଶୁଆଇ ଦିଅନ୍ତି |
ବୁଡାଆଜା ନାଙ୍ଗେ କେରଣ୍ଡି ୱେସାନା ସୁଞ୍ଜା ଗିପିଞ୍ଜାନେ |


logo