logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କପଡା
ସିଣ୍ଡାଦାନ୍ଦା
ଶୀତ ଦିନେ ଗରମ କପଡ଼ା ଆବଶ୍ୟକ |
ପେନିତା ଅପୂଅପୁତାଆ ସିଣ୍ଡାଦାନ୍ଦା ଲୂଡ଼ା |

କମିବା
କଗା
ଶରୀରର ଜଳଅଂଶ କମିବା ଅନୁଚିତ |
ଗାଣ୍ଡିତାରି ସିରୁ କଗା ନେଗି ଆଆତେ |

କାବା
ଆଦାଙ୍ଗି
ସର୍କସରେ ହାତୀ ଦେଖି ପିଲାଟା କାବା ହୋଇଗଲା |
ସର୍କସତାନି ଆତି ମେହାନା ମୀଡା ଆଦାଙ୍ଗି ଆତେ |

କାଳକାଳ
ଡଃନା
ଦେଶପାଇଁ ପ୍ରାଣ ବଳି କାଳ କାଳ ସ୍ମରଣୀୟ ହୋଇ ରହେ |
ଦେଶା ସେଲୁ ପରାଣି ସୀୱା ଡଃନା ଏଲୁ ଗିୱା ଆନେ |

କାଉ
କାକା
କାଉ କାକା ବୋଲି ରଡି ଛାଡେ |
କାକା କା କା ଇଞ୍ଜି ଡ୍ର ଇଞ୍ଜିଦୁଃନେ |

କାଳ
ଡେଲି
ଆଜିକାଲିର କାଳ ଅତ୍ୟନ୍ତ ମନ୍ଦ ଅଟେ |
ନେଞ୍ଜୁ ବୀଏ ତାରି ଡେଲି ଗାମେ ଚତାରି |

ଖରା
କାରା
ଗ୍ରୀଷ୍ମ ଋତୁରେ ଟାଣ ଖରା ହୁଏ |
କାରା ଡେଲିତାନି ସିଟା କାରା ଆନେ |

କାରଣ
ଆନାଡ଼ିକି ଇସେକା
ରବି ଏ ବର୍ଷ ଫେଲ‍ ହେଲା କାରଣ ସେ ମନଦେଇ ପଢି ନ ଥିଲା |
ରବି ଇଗାରି ପେଲି ଆତେରୁ ଆନାଡ଼ିକି ଇସେକା ଏଆଞ୍ଜୁ ନେଗାଡାଈ ପଡି ଆଆ ସିଡାତେଞ୍ଜୁ |

କଳାହାଣ୍ଡିଆ
କାଲି ମୂଡେଙ୍ଗି
କଳା ହାଣ୍ଡିଆ ମେଘ ଦେଖି ମୟୁର ଖୁସି ହୁଏ |
କାଲି ମୂଡେଙ୍ଗି ମେହାନା ମେଡୁ ରେହା ଆନେ |

କାଠହଣା
ୱେଜୁ ପସ୍‍ପରି
କାଠହଣା ଚଢେଇ କାଠ ଭିତର ପୋକ ଖୋଳି ଖାଏ |
ୱେଜୁ ପସ୍‍ପରି ନେଜୁ ଲାଈ ମାନାରା ପ୍‍ଡିଉ କାର୍‍ସାନା ତିନେ |


logo