logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କଲମ
କଲମ
କଲମଲେଖା ଗୁଡିକ ଦୀର୍ଘ ସ୍ଥାୟୀ ହୁଏ |
କଲମଡାଈ ବ୍ରୀସାନାରି ଗାନେ ଦିନା ସାନେ |

କର
ଗିଦୁ
ପିତାମାତାଙ୍କୁ ସମାଦର କର |
ଆଜା ଆବାତିନି ଜେଡା ଗିଦୁ |

କହି
ବେସାନା
ଜେଜେମା ଗପ କହି ଆମକୁ ଶୁଆନ୍ତି |
ବୁଡାଆଜା କେରଣ୍ଡି ବେସାନା ମାଙ୍ଗେ ସୁଞ୍ଜା ଗିପିଞ୍ଜାନେ |

କଢ଼ି
ମଡ
କଢିରୁ ଫୁଲ ଫୁଟେ |
ମଡଡ଼ାଈ ପୂଜୁ ପୂନେ |

କଥନ
କାତା
କଥନ ଦ୍ୱାରା ଭାବ ପ୍ରକାଶ କରାଯାଏ |
କାତା ବେସାନା ଏଲୁତାରା ସ୍‍ଡ଼ପା ଆଇମାନେ |

କମ୍ପି
ତିର୍ଗାନା
ଘଡ଼ ଘଡ଼ି ଶବ୍ଦରେ ମେଦିନୀ କମ୍ପି ଉଠେ |
ମୂଡେଙ୍ଗି ଡ଼ାସ୍ତେକା ଟାଣା ତିର୍ଗାନା ଏନ୍ଦିନେ |

କଣ୍ଠ
ଗୀରା
ମଧୁର କଣ୍ଠରେ ସଙ୍ଗୀତ ଗାନ କରେ |
ନାକ୍ନି ଗୀରାଡାଈ ଗାଡି ଏସାଦୁ |

କଡ଼ରେ
ଆଲିତାନି
ରାସ୍ତା କଡ଼ରେ ମଳ ତ୍ୟାଗ ଅନୁଚିତ |
ପାହେରି ଆଲିତାନି ପୁକ୍ରି ସାଲ୍‍ବା କୂନା |

କଳି କଜିଆ
ସୀଲାକଲ
ମୁର୍ଖ୍‍ ଲୋକେ କଳି କଜିଆ କରି ଥାନ୍ତି |
ପୁନାନାକା ସୀଲାକଲ ସାଇ ଦୁଃନେରୁ |

କଲରା
କାରେକା
କଲରା ଏକ ହିତକାରୀ ଖାଦ୍ୟ ଅଟେ |
କାରେକା ମାଇ ସେଲୁ ନେଗି ତିନ୍‍ମ୍ବା ମାନେ |


logo