logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

କର୍ଣ୍ଣ
କିରୁ
କର୍ଣ୍ଣ ଦ୍ୱାରା ଶ୍ରବଣ ହୁଅଇ |
କିରୁଡାଈ ବେନାମ୍ବା ମୂପା ଆଇମାନେ |

କଇଁଚି
ସିଟ୍‍କି
କଇଁଚିରେ ବାଳ କଟା ଯାଏ |
ସିଟ୍‍କିଡାଈ ତ୍ଲାଉ ତୁଃପା ଆଇନେ |

କଇଁଛ
ସେମି
ଗହୀରମଥା କଇଁଛଙ୍କ ପ୍ରଜନନ କେନ୍ଦ୍ର ଅଟେ |
ଗହୀରମଥା ସେମିଙ୍ଗା ମାରିନାରି ବାହା ମାନେ |

କଣ୍ଟା
ସାପ୍‍କା
ଗୋଲାପ ଗଛରେ କଣ୍ଟା ଥାଏ |
ଗୁଲାପି ମ୍ରାଃନୁତାନି ସାପ୍‍କା ମାଞ୍ଜାଦୁଃନୁ |

କଦଳୀ
ତାଡି
କଦଳୀ ଏକ ସୁଆଦିଆ ଫଳ ଅଟେ |
ତାଡି ରଣ୍ଡେ ନାକ୍ନି ପଲ |

କମଳା
କମଲା
କମଳାରୁ ଫଳରସ ପ୍ରସ୍ତୁତ କରାଯାଏ |
କମଲା ଡ଼ାଈ ପଲରସ ତଲ ଗିୱା ଆଇମାନେ |

କଞ୍ଚା
ସୀଡାରି
କଞ୍ଚା କାଠ ସହଜରେ ଜଳେ ନାହିଁ |
ସୀଡାରି ବେବୁ ରୀୱା ଗାମେ ଡ୍‍ଡ଼ାଃନେ |

କଲବଲ
ଜେଡାକାଡା
ଭିକାରୀଟି କଲବଲ ହୋଇ ଅନାଇଛି |
ଜାପାଗାଟାଞ୍ଜୁ ଜେଡା କାଡ଼ାଗିଆନା ମେହାନାଞ୍ଜୁ |

କପୋତି
ତାଲି ଗୂଗୁରି
କପୋତି ଚିତ୍ର ବିଚିତ୍ର ଅଣ୍ଡା ଦିଏ |
ତାଲିଗୂଗୁରି ଟିକାଙ୍ଗା ବିରୁଡ଼ିଗାଟା ୱାଟାଙ୍ଗା ମାରିନେ |

କପୋତ
ଆଣ୍ଡ୍ରାଗୂରୁରି
କପୋତ ଶାନ୍ତିର ପ୍ରତୀକ ଅଟେ |
ଆଣ୍ଡ୍ରା ଗୂରୁରି ଲତୁଜେଡାତାରି ମ୍‍ଡ଼ିଉ |


logo