logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ସରାଗରେ
ଜେଡା
ମାମୁଁ ମୋତେ ସରାଗରେ କୋଳରେ ବସାଇଲେ |
ମାମା ନାଙ୍ଗେ ଜେଡାଡ଼ାଈ କ୍ରାତ ଗିଆତେଞ୍ଜୁ |

ସରି
ସମାଣ୍ଡି
ମଧୁବାବୁଙ୍କ ସଙ୍ଗେ କିଏ ସରି ହେବ |
ମଧୁବାବୁକେଏ ଏମ୍ବାଈ ସମାଣ୍ଡି ଆନେ |

ସରିସୃପ
ଡାକି ତ୍ରଙ୍ଗରି
ସର୍ପ ଏକ ସରିସୃପ ପ୍ରାଣୀ ଅଟେ |
ସ୍ରାସୁ ରଣ୍ଡ ଡାକି ତ୍ରଙ୍ଗରି ମାନେ |

ସର୍କସ
ସାର୍କେସ
ସର୍କସରେ ବିଭିନ୍ନ ଖେଳ ଦେଖିବାକୁ ମିଳେ |
ସାର୍କେସ୍‍ତାନି ଇସାନାଣ୍ଡା କାହା ମେଃପା ମୂପା ଆନେ |

ସର୍ଦ୍ଦାର
ଡୂପାଗାଟାଞ୍ଜୁ
ସର୍ଦ୍ଦାରର ଆଦେଶ ମାନି ସୈନ୍ୟମାନେ କାମ କରନ୍ତି |
ଡୂପାଗାଟାନିଈ ମାନି ଆଜାନା କାଲାଗିନାକା ରାହି ଆନେରୁ |

ସର୍ପ
ସ୍ରାସୁ
ଦୁଷ୍ଟ ଲୋକ ସର୍ପ ସମାନ ଅଟନ୍ତି |
ଡାଡ୍ରିଗାଟାଞ୍ଜୁ ସ୍ରାସୁ ମାରାତାଞ୍ଜୁ |

ସର୍ବତ
ଗ୍ଲାଃପାସିରୁ
ଖରା ସମୟରେ ସର୍ବତ ପିଇବାକୁ ଭଲଲାଗେ |
କାରା ଡେଲି ଗ୍ଲାଃପାସିରୁ ଉନ୍‍ମ୍ବା ଜେଡାସାନେ |

ସର୍ବଦା
ଟିକ୍ନା
ସର୍ବଦା ପ୍ରଫୁଲ୍ଲ ମନରେ ରହିବା ଆବଶ୍ୟକ |
ଟିକ୍ନା ରେହା ଏଲୁଡ଼ାଈ ରାହିଆୱା ନେଗି |

ସଳଖି
ସାର୍‍
ବାଡ଼ିଟି ଆପେ ସଳଖି ଗଲା |
ଡୂଡ଼ା ତାଡ଼ାସ ସାର୍‍ ଇସେ |

ସହ
ଆଡାନା
ମାଧୁରୀ ସହ ରିତା ନଦୀକୁ ଯାଇଛି |
ମାଧୁରୀନିଙ୍ଗେ ଆଡାନା ରିତା ଜଡ଼ିତାଙ୍ଗି ସାଜାନେ |


logo