logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ସୂର୍ଯ୍ୟ
ୱେଲା
ସୂର୍ଯ୍ୟ କିରଣ ବାଜି ଜଳ ବାଷ୍ପ ହୁଏ |
ୱେଲା କାରା ଦିତେକା ସିରୁ ଊକଡ଼ି ଆଇନେ |

ସେଓ
ସେଉ
ଆମ ଅଞ୍ଚଳରେ ସେଓ ଚାଷ ହୁଏ ନାହିଁ |
ମାଇ ଦିନାତିନି ସେଉ ତାସା ଆଇସିଡେ |

ସେଠାରେ
ଏମ୍ବା
ମୁଁ ଧାଇଁ ଯାଇ ଦେଖିଲି ସେଠାରେ କେହି ନ ଥିଲା |
ଆନୁ ଦେଗାନା ମେଃତେଏ ଏମ୍ବା ଏମାଇୱେ ସିଡାତେ |

ସେନାପତି
ଡୂପାଗାଟାଞ୍ଜୁ
ସେନାପତି ଯୁଦ୍ଧ ଚଳାନ୍ତି |
ଡୂପାଗାଟାଞ୍ଜୁ କାଲା ଡୂନେଞ୍ଜୁ |

ସେପଟେ
ଏନେଟି
ଏ ପରେ ରାସ୍ତା ବନ୍ଦ ସେପଟେ ଆସ |
ଈ ପାଡ଼ାଟି ପାହେରି ଟୁଣ୍ଡା ଆଜାନେ ଏନେଟି ବାମୁ |

ସେବା
ଲପ୍‍କା
ବରିଷ୍ଠ ନାଗରିକମାନଙ୍କୁ ସେବା କରିବା ଉଚିତ |
ବୁଡାଗାଟାରିଈ ଲପ୍‍କା ନୂଡ଼ିତାରି ମାନେ |

ସେମାନେ
ଏଆରୁ
ସେମାନେ ଗୀତ ଗାଉଛନ୍ତି |
ଏଆରୁ ଗାଡ଼ି ଏସ୍କିନେରୁ |

ସେହି
ସେହି ଘରେ ମୋର ବନ୍ଧୁ ରହନ୍ତି |
ଏ ଇଡୁତାନି ନାଇ ତଡ଼େଞ୍ଜା ମାନେଞ୍ଜୁ |

ସେହି ତ
ଏରିନେ
ମିଲି, ସେହି ତ ଆମ ଶ୍ରେଣୀ ମନିଟର୍‍ |
ମିଲି, ଏରିନେ ମାଇ ସ୍ରେଣୀ ମନିଟର୍‍ |

ସେହି ପରି
ଏଆଡେଃଙ୍ଗି
ସେହି ପରି କାମ କରିବା ଅନୁଚିତ |
ଏଆଡେଃଙ୍ଗି ତାରା ଗିୱା ସାଞ୍ଜେଏ |


logo