logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଶୀତ ଋତୁ
ପେନି ଡେଲି
ଶୀତଋତୁ ପରିବା ଚାଷ ପାଇଁ ଅନୁକୁଳ ଅଟେ |
ପେନିଡେଲି କୁସାବର ତାସା ସେଲୁ ନେଗି |

ଶୀର୍ଷ
ଟୀପ
ପର୍ବତ ଶୀର୍ଷ ଭାଗ ସମତଳ ଅଟେ |
ସରୁ ଟୀପତାନି ପାତଲି ବାହା ମାଞ୍ଜାଦୁଃନେ |

ଶୁଆ
ସୁଆ
ଶୁଆ ଥଣ୍ଟ ନାଲି ଅଟେ |
ସୁଆତାରି ସୁଡା ରାତାଗାଟାରି |

ଶୁଖିବା
ୱାସା
ପ୍ରଚଣ୍ଡ ଖରାରେ ପୋଖରୀ ଶୁଖିବା ଆରମ୍ଭ ହୁଏ |
ସିଡ୍ରି କାରାଡ଼ାଈ ଜିଡ଼ି ବ ନ୍ଦ ତାରି ସିରୁ ୱାସା ଟଣ୍ଡିନେ |

ଶୁଖିଲା
ୱାସାନାଆ
ଲୋକେ ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରନ୍ତି |
ଲିକୁ ଗ ସାଡାଈ ୱାସାନା ୱେସ୍‍କା ଦାଃକାନେରୁ |

ଶୁଙ୍ଘିବା
ମୁଞ୍ଜା
ଫୁଲକୁ ପାଖ ରୁ ଶୁଙ୍ଘିବା ଅନୁଚିତ |
ପୂଜୁତିନି ମୁଙ୍ଗେଲି ସିଡିଟି ମୂଞ୍ଜା ନେଗି ଆଆତେ |

ଶୁଣିବା
ୱେନ୍‍ମ୍ୱା
ଗୁରୁଜନଙ୍କ କ ଥା ଶୁଣିବା ଉତ୍ତମ ଅଟେ |
ଆଜା ଆବାତାରା ୱେନ୍‍ମ୍ୱା ଗାମେ ନେଗି |

ଶୁଣ୍ଢ
ସୁଣ୍ଡ
ହାତୀ ଶୁଣ୍ଢ ରେ ଡାଳ ଭାଙ୍ଗେ |
ଆତି ସୁଣ୍ଡଡ଼ାଈ ଡୈଗାଙ୍ଗା ଲେପ୍‍କିନେ |

ଶୁଭ
ନେଗି
ଶୁଭ ଖବରଟିଏ ଶୁଣି ମୁଁ ଖୁସିହେଲି |
ନେଗି ସଦି ରଣ୍ଡା ୱେଞ୍ଜାନା ଆନୁ ରେହା ଆତେଏ |

ଶୁଭ୍ର
ସୂକାଲି
ଖରାଦିନେ ଶୁଭ୍ର ପୋଷାକ ଆରାମ ଦାୟକ |
କାରାତାନି ସୁକାଲି ସିଣ୍ଡାଙ୍ଗା ନେଗି ଇସ୍ନେ |


logo