logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଯାନବାହନ
ଗାଡ଼ି ମଟ୍ର
ଯାନ ବାହାନ ନିମନ୍ତେ ଭଲ ରାସ୍ତା ଆବଶ୍ୟକ |
ଗାଡି ମଟ୍ରଙ୍ଗା ସେଲୁ ନେଗି ରୂଟୁ ଲୂଡ଼ା |

ଯାହାର
ଏମ୍ବେରିତି
ଯାହାର ବୟସ ଅଠର ବର୍ଷ ସେ ଭୋଟ ଦେଇ ପାରିବ |
ଏମ୍ବେରିତି ପୂରୁ ଅଠର ବାସାରି ଏଆଞ୍ଜୁ ବୂଟୁ ସୀୱା ମୂନେଞ୍ଜୁ |

ଯୁକ୍ତ
ଆଡା
ମୋ ବଡ ଭାଇ ଯୁକ୍ତ ଦୁଇ ବିଜ୍ଞାନ ପଢେ |
ନାଇ ଦାଦା ଆଡା ଦୁଇ ବିଜ୍ଞାନ ପଡ଼ିଆଇନେଞ୍ଜୁ |

ଯୁକ୍ତାକ୍ଷର
ଆଡା ଅକ୍ୟର
ଙ୍କ ଏକ ଯୁକ୍ତାକ୍ଷର ଅଟେ |
ଙ୍କ ରଣ୍ଡେ ଆଡା ଅକ୍ୟର |

ଯୁଗ୍ମ
ଆଡାନା
ଲତା ଓ ରମା ଖେଳରେ ଯୁଗ୍ମ ପୁରସ୍କାର ପାଇଲେ |
ଲତା ଏଙ୍ଗାରମା କାହାତା ଆଡାନା ପୁରସ୍କାର ପାଟୁ |

ଯୁଦ୍ଧ
କାଲା
ପାକିସ୍ଥାନ ଆମ ସହିତ ଅନେକ ବାର ଯୁଦ୍ଧ କରିଛି |
ପାକିସ୍ଥାନ ମାକେ ଗାମେ ପାଲୁ କାଲା ପ୍ରହାନାନେ |

ଯୁବକ
ଲାୱେଙ୍ଗା
ଯୁବକମାନେ ଅସାଧ୍ୟ କାର୍ଯ୍ୟ କରି ପାରନ୍ତି |
ଲାୱେଙ୍ଗା ଗାମେ ଡ୍‍ଡାଃନି କାବାଡ଼ି ଗିୱା ମୂନେରୁ |

ଯେଉଁ
ଏସ୍ତି
ଯେଉଁ ଦେଶ ଯେତେ ଶିକ୍ଷିତ ସେଇ ଦେଶ ସେତେ ଉନ୍ନତ |
ଏସ୍ତି ଦେଶ ଏସେ ପଡ଼ିଆଜାନାରି ଏ ଦେଶା ଏସେ ପଙ୍ଗାନାରି |

ଯୋଜନା
ପ୍‍ଡୁକ୍‍ସା
ପ୍ରତ୍ୟେକ କାର୍ଯ୍ୟ ଯୋଜନା ଅନୁସାରେ ହେବା ଉଚିତ |
ଗୁଲେ କାବାଡ଼ି ପ୍‍ଡୁକ୍‍ସାମାନି ଡେଃଙ୍ଗି ଆୱା ଲୂଡ଼ା |

ଯୋଡ଼
ଆଡ଼ଦୁ
ଦୁଇଟି କାଠିକୁ ଯୋଡ଼ |
ଜଡ଼େକା ପାକାଙ୍ଗା ଆଡ଼ଦୁ |


logo