logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପାଇଁ
ସେଲୁ
ଦେଶ ପାଇଁ ଆମେ ଜୀବନ ଦେବା |
ଦେଶା ସେଲୁ ଆଜୁ ପାରାଣି ସୀନା |

ପାଇଖାନା
ପାଇକାନା
ପ୍ରତ୍ୟେକ ଘରେ ପାଇଖାନା ରହିବା ଆବଶ୍ୟକ |
ଇଡୁଗାଡ଼ି ପାଇକାନା ରାହି ଆୱା ଲୂଡ଼ାମାନେ |

ପାକସ୍ଥଳୀ
ତିନ୍‍ମ୍ବା ମଡ଼ି
ଖାଦ୍ୟ ପାକସ୍ଥଳୀରେ ହଜମ ହୁଏ |
ତିନ୍‍ମ୍ବା ତିନ୍‍ମ୍ବା ମଡ଼ିତାନି ଭୁଗିନେ |

ପାକୁଆ
ପଙ୍ଗଲି
ପାକୁଆ ପାଟିରେ ଚଣା ଖାଇ ହୁଏ ନାହିଁ |
ପଙ୍ଗଲି ସୁଡାଡ଼ାଈ ସଣାଙ୍ଗା ତିନ୍‍ମ୍ବା ମୂପା ଆଏ |

ପାଖରୁ
ସଡ଼ିଟି
ପାଖରୁ ପାହାଡ ଅସୁନ୍ଦର ଦିଶେ |
ସିଡ଼ିଟିଡ଼ାଈ ସରୁ ସାଞ୍ଜା ତସ୍କିସିଡେ |

ପାଖରେ
ସଡ଼ିଟି
ଗାଁ ପାଖରେ ନଈଟିଏ ବହି ଯାଉଛି |
ନାଜୁ ସଡ଼ିଟି ଜଡ଼ି ରଣ୍ଡେ ସାଜିମାନେ |

ପାଖାପାଖି
ସଡ଼ିଟି ଗିସି
ଶ୍ରେଣୀରେ ରବି ସହିତ ଆମେ ପାଖାପାଖି ବସୁ |
ଶ୍ରେଣୀତାନି ରବିକେ ଆମୁ ସଡ଼ିଟି ଗିସି କପ୍‍କିନାମୁ |

ପାଖେ
ସଡ଼ିଟି
ମୁଁ ତୁମ ପାଖେ ପାଖେ ରହିଛି |
ଆନୁ ନୀ ସଡ଼ିଟି ମାଞ୍ଜାଈ |

ପାଚିଲା
ସେଣ୍‍ଞ୍ଜାମାନି
ପାଚିଲା ଆମ୍ବ ତଳେ ପଡେ |
ସେଣ୍‍ଞ୍ଜାମାନି ମାହା ନେଡେ ଦୀନେ |

ପାଞ୍ଚଟଙ୍କିଆ
ପାଞ୍ଚ ଟାକା
ପାଞ୍ଚ ଟଙ୍କିଆ ନୋଟ ଇଷତ୍‍ ଶାଗୁଆ ଦିଶେ |
ପାଞ୍ଚ ଟାକା ଲୁଟୁ ଇକେ ସଲା ଜଙ୍ଗୁ ଡେଃଙ୍ଗିତାରି |


logo