logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପରିବାର
ଇଡୁକୁମ୍ବୁ
ରବି ବାବୁ ପରିବାର ନେଇ କଟକରେ ରହୁଛନ୍ତି |
ରବିଆବା ଇଡୁକୁମ୍ବୁ ଆହାନା କଟକତାନି ମାନେଞ୍ଜୁ |

ପରିବେଶ
ତୀଡ଼ି ଗ୍ରୂସି
ସୁସ୍ଥ ପରିବେଶ ସୁସ୍ଥ ଦେଶ |
ନେଗି ତୀଡ଼ି ଗ୍ରୂସି ନେଗି ଦେସା |

ପରିଶ୍ରମ
କାବାଡ଼ି
ପରିଶ୍ରମ କେବେ ନିଷ୍ଫଳ ହୁଏ ନାହିଁ |
କାବାଡ଼ି ଏସେକାବେ ଆରେ ସାଲେଏ |

ପରିଷ୍କାର
ତିରାନିନ୍ଦା
ଗାଁ ଦାଣ୍ଡ ପରିଷ୍କାର ରଖ |
ନାଜୁ ଗୂଡ଼ା ତିରାନିନ୍ଦା ଗିଆନା ଇଟାଦୁ |

ପରିସ୍ଥିତି
ଗ୍ରୂସିକାତା
ପରିସ୍ଥିତିକୁ ବିଚାର କରି କାର୍ଯ୍ୟ କରିବା ଉଚିତ |
ଗ୍ରୂସିକାତା ଏଲୁ ଗିଆନା କାବାଡ଼ି ଗିୱା ନେଗି |

ପରୋପକାର
ବେଗାରି ନେଗି
ପରୋପକାର ପରମ ଧର୍ମ |
ବେଗାରି ନେଗି ସାରକି ନେଗି |

ପର୍ବ
ବାର୍ବା
ଓଡିଶାରେ ଅନେକ ପର୍ବ ପର୍ବାଣୀ ପାଳିତ ହୁଏ |
ଓଡିଶାତାନି ଗାମେ ବାର୍ବାଙ୍ଗା ପାଲିଗିୱା ଆଇନେ |

ପଲ
ଗଟା
ଗୋରୁ ପଲ ସଂନ୍ଧ୍ୟାରେ ଫେରେ |
କଡିଗଟା ବିଲୁଡି ବ୍‍ଡେପିମାନେ |

ପଲ୍ଲବ
କଡ଼୍‍ଗି ଆକୁ
ଗଛରେ ପଲ୍ଲବ ସୁନ୍ଦର ଦେଖାଯାଏ |
ମ୍ରାଃନୁତାନି କଡ଼୍‍ଗି ଆକୁ ସାଞ୍ଜା ତସ୍କିନେ |

ପଲ୍ଲୀ
ନାସ୍କା
ଫସଲ ଅମଳ ସମୟରେ ପୁର ପଲ୍ଲୀ ମୁଖରିତ ହୁଏ |
କଏରି ଡେଲି ନାସ୍କା ଉର୍‍ମି ଆନୁ |


logo