logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପ୍ରଜା
ଲକୁ
ଆମ ଦେଶରେ ପ୍ରଜାତନ୍ତ୍ର ଶାସନ ଚାଲିଛି |
ମାଇ ଦେସାତିନି ଲକୁ ଶାସନ ଗିପିନେରୁ |

ପ୍ରଣାମ
କାଟ୍‍କାନିକୂରା
ଇଶ୍ୱରଙ୍କୁ ପ୍ରଣାମ କର |
ପେନୁ କାଟ୍‍କା ନେଡେ କୂରାଦୁ |

ପ୍ରତି
ଆଙ୍ଗେ
ପ୍ରତି ବାଳିକାକୁ ପୋଷାକ ଦିଆ ଯାଇଛି |
ଆଙ୍ଗେ ବୁଡିସାଙ୍ଗି ଅଙ୍ଗିଙ୍ଗା ସିୱାଆତେ |

ପ୍ରତିକ୍ରିୟା
ବ୍‍ଡେପ୍‍ନି
ଅନ୍ୟକୁ ପ୍ରଶଂସା କଲେ ତା ମନରେ ପ୍ରତିକ୍ରିୟା ଜାତ ହୁଏ |
ରଆନିଇ ଦଃତେକା ଏଆନି ଏଲୁତା ବ୍‍ଡେପ୍‍ନି ଏଲୁ ଗାଡ଼ିଆନେ |

ପ୍ରତିଦିନ
ଡ଼ଃନା
ପ୍ରତିଦିନ ଘଣ୍ଟାଏ ବ୍ୟାୟାମ କରିବା ଉଚିତ |
ଡଃନା ଗଣ୍ଟେକା କାହା ପାଇଟି ଗିୱା ଲୂଡ଼ା |

ପ୍ରତିଧାଡି
ଆଙ୍ଗେରେଙ୍ଗା
ପ୍ରତିଧାଡି ସଳଖ ହେବା ଉଚିତ |
ଆଙ୍ଗେରେଙ୍ଗା ସ୍ଲୂରନାତାରି ଆୱା ଲୁଡା |

ପ୍ରତିବାଦ
କାତାଆଙ୍ଗା
ଅନ୍ୟାୟର ପ୍ରତିବାଦ କରିବାକୁ ଭୟ କର ନାହିଁ |
ଅନ୍ୟାଇତିନି ଆଙ୍ଗାସେଲୁ ଆଜାକୁନା |

ପ୍ରତିଭା
ପୁନ୍‍ମ୍ବା
ଛୋଟ ବେଳୁ ପିଲାଟିର ପ୍ରତିଭା ଜଣା ପଡ଼ିଲା |
କଗେରି ଡେଲିଡ଼ାଇନେ ମୀଡାତାରି ପୁନ୍‍ମ୍ବା ତଞ୍ଜିତେ |

ପ୍ରତିଯୋଗିତା
ଉବ୍‍ଗା
ମୁଁ ଜିଲ୍ଲାସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଯୋଗ ଦେଲି |
ଆନୁ ଜିଲା ଡୁଡୁ ଉବ୍‍ଗାତାନି ଆଡାମାସେଏ |

ପ୍ରତିହତ
ଆଙ୍ଗା
ମେଲେରିଆକୁ ପ୍ରତିହତ କରିବା ପାଇଁ କ୍ଲୋରୋକୁଇନ ଖାଆନ୍ତୁ |
ମେଲେରିଆତିନି ଆଙ୍ଗାସେଲୁ କ୍ଲୋରୋକୁଇନ ତିଞ୍ଜୁ |


logo