logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପୂର୍ଣ୍ଣ
ପୂରି
ଗଣିତରେ ପୂର୍ଣ୍ଣ ନମ୍ବର ଶହେ ଥାଏ |
ଗଣିତତାନି ପୂରି ନମ୍ବର ସହେ ମାଞ୍ଜାଦୁଃନେ |

ପୂର୍ବ
ବେଲେ
ପୂର୍ବ କାଳର ଲୋକେ ଅଧିକ ବଳବାନ ଥିଲେ |
ବେଲେତାକା ଗାମେ ଡାଟାଗାଟାକା ମାସେରୁ |

ପୂର୍ବ ପୁରୁଷ
ଆକେଞ୍ଜାରୁ
ଆମ ପୂର୍ବ ପୁରୁଷମାନେ ଖୁବ୍‍ ପରିଶ୍ରମୀ ଥିଲେ |
ମାଇ ଆକେଞ୍ଜାରୁ ଗାମେ କାବାଡ଼ିଗାଟାକା ମାସେରୁ |

ପୃଥିବୀ
ପୁର୍ତି
ପୃଥିବୀ ଆମର ଚିରସ୍ଥାୟୀ ବାସସ୍ଥାନ ନୁହେଁ |
ପୁର୍ତି ମାଇ କାଲେଂକାଲା ଲଃନି ବାହା ଆଆତେ |

ପୃଷ୍ଠା
ପ୍ରେଜୁ
ବିଷୟ ଖୋଜି ପାଇବାରେ ପୃଷ୍ଠା ସାହାଯ୍ୟ କରେ |
ଦାହାନା ପାନ୍‍ମ୍ବାସେଲୁ ପ୍ରେଜୁବାରା ଗିଆନେ |

ପେଚା
ଗୁଞ୍ଜି
ପେଚା ଏକ ରାତ୍ରିଚର ପକ୍ଷୀ |
ଗୁଞ୍ଜି ରଣ୍ଡେ ନାଡାଙ୍ଗି ତ୍ରେନି ପଟା |

ପେଟ
ଟୂଟୁ
ପେଟରେ ଖାଦ୍ୟ ହଜମ ହୁଏ |
ଟୂଟୁତାନି ତିନ୍‍ମ୍ବା ରୂଗାଈ ମାନେ |

ପେଟ ପୂରା
ଟୂଟୁ ପୃସ୍ନା
ଗରୀବ ଲୋକ ପେଟ ପୂରା ଖାଇବାକୁ ପାଆନ୍ତି ନାହିଁ |
ପାନାନାକା ଟୂଟୁ ପୃସ୍ନା ତିନ୍‍ମ୍ବା ପାନ୍‍ମ୍ବି ସିଡେରୁ |

ପେଟି
ପେଡ଼ି
ଔଷଧ କାଗଜ ପେଟିରେ ବନ୍ଧାହୋଇ ଆସେ |
ଅସ କାଗ୍‍ଜ ପେଡ଼ିତାନି ତଃପା ଆଜାନା ୱାଇନେ |

ପେଣ୍ଡୁ
ବନ୍ତୁ
ଦୋଳକ ଘଣ୍ଟାରେ ପେଣ୍ଡୁଟିଏ ଝୁଲି ହଲୁଥାଏ |
ଦୃଙ୍ଗା ଗଣ୍ଟାତାନି ବନ୍ତୁ ରଣ୍ଡେ ଡିଁଅଡିଁଆନା ଦ୍ରୁଙ୍ଗାଈନେ |


logo