logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପିଣ୍ଡୁଳା
ମୁଟେକା
ଦେହରେ ମାଂସ ପିଣ୍ଡୁଳାଟିଏ ବଢି ଚାଲିଛି |
ଗାଣ୍ଡିତାନି ଉଜୁ ମୁଟେକା ବାଡି ଆଇମାନେ |

ପିତାମାତା
ଆଜା ଆବା
ପିତାମାତା ଆମର ପ୍ରଥମ ଗୁରୁ ଅଟନ୍ତି |
ଆଜା ଆବା ମାଇ ଉରଡ଼ି ଗ୍ରାପାଗାଟାଈ |

ପିନ୍ଧିବା
ଟାଟା
ଝିଅମାନେ ପୁଅଙ୍କ ପରି ପୋଷାକ ପିନ୍ଧିବା ଅନୁଚିତ |
ବୁଡିସାକା ଆପରି ଡେଃଙ୍ଗି ଟାଟାପର୍ପା ଗିୱା ନେଗିଆଆତେ |

ପିଲାମାନେ
ମୀଡାକା
ପିଲାମାନେ ଖେଳ ପ୍ରିୟ ଅଟନ୍ତି |
ମୀଡାକା କାହା ନିବାଡ଼ି ମାଣ୍ଡିନେରୁ |

ପୀଠ
ବାହା
ଲୋକେ ପବିତ୍ର ପୀଠ ଦର୍ଶନରେ ଯାଆନ୍ତି |
ଲକୁ ତୀରି ବାହା ମେଃପା ସାଜିନେରୁ |

ପୀଡା
ନୱା
ବିଶ୍ରାମ କଲେ ଦେହରେ ପୀଡ଼ା କମିଯାଏ |
ଜାମ୍ବିତାକା ନୱା କଗିନେ |

ପୁଡିଆ
ପୁ୍ଡା
ଦୋକାନୀ ଡାଲି ପୁଡ଼ିଆ ବାନ୍ଧି ଦିଏ |
ଦୁକାନ୍‍ଗାଟାଞ୍ଜୁ ଡାଲି ପୂଡ଼ା ତହାନା ସିପ୍‍କିନେଞ୍ଜୁ |

ପୁଣି
ଅଟେ
ପୁଣି ଥରେ ମୋ ଦେହ ଅସୁସ୍ଥ ହେଲା |
ଅଟେ ସଟେକା ନାନ୍ଦେ ଗାଣ୍ଡି ନେଗି ରାହି ଆଜାରାଆତେ |

ପୁଣ୍ୟ
ନେଗାରା
ଜନସେବାକରି ପୁଣ୍ୟ ଅର୍ଜନ କର |
ଲକୁରିଈଲକ୍‍ସାନା ନେଗାରା ଅର୍ଜିଆଦୁ |

ପୁନେଇ
ପୁନି
ପୁନେଇ ଜହ୍ନ ଥାଳିପରି ଦେଖାଯାଏ |
ପୁନିଗାଲାତାରି ତାଞ୍ଜୁ ତାଲେଡ଼ି ଡେଃଙ୍ଗି ତସ୍କିନେ |


logo