logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପାଳୁଛି
ପହିଗିପିନେ
ଧରଣୀ ନିଜ କୋଳରେ ଧରି ଆମକୁ ପାଳୁଛି |
ପୁର୍ତି ତାଡ଼ା କ୍ରାତତା ଆହାନା ଗୁଲେତାକାରିଈ ପହି ଗିପିନେ |

ପାହାଚ
ପାଞ୍ଜାଙ୍ଗା
ବୁଦ୍ଧ ଲୋକଟା ପାହାଚ ଚଢି ପାରୁ ନାହାନ୍ତି |
ବୁଡାଗାଟାଞ୍ଜୁ ପାଞ୍ଜାଙ୍ଗା ନାମ୍ବା ମୂପି ସିଡେଞ୍ଜୁ |

ପାହାଡ
କୁପ୍‍ଡା
ଆମ ଗାଁ ପାହାଡ ଉହାଡରେ ସୂର୍ଯ୍ୟ ଉଏଁ |
ମାଇ ନାଜୁ କୁପ୍‍ଡା କୁଈଟି ବେଲା ସ୍‍ଡ଼ଃପିନେ |

ପାହାଡ଼ିଆ
ଗସାଦିନା
ପାହାଡ଼ିଆ ଅଞ୍ଚଳ ଚାଷ ପାଇ ଅନୁପଯୋଗୀ |
ଗସାଦିନାତାନି ନେଗି ତାସା ଆଏ |

ପାହୁଣ୍ଡ
ଲାମ୍ବାଡୁଡା
ଡେଙ୍ଗା ଲୋକ ଲମ୍ବା ଲମ୍ବା ପାହୁଣ୍ଡ ପକାଇ ଚାଲନ୍ତି |
ପଡୀସାନାକା ଲାମ୍ବାଡୁଡାତା ତାକିନେରୁ |

ପିଇବା
ଉଣ୍‍ମ୍ବା
ଆମ ଗ୍ରାମରେ ପିଇବା ପାଣିର ଅଭାବ ରହିଛି |
ମାଇ ନାଜୁତାନି ଉଣ୍‍ମ୍ବା ସିରୁ ପାନ୍‍ମ୍ବା ଡ଼୍‍ଡାଃନେ |

ପିଚକାରୀ
ସ୍ଲୀର୍‍ନା ଲାଞ୍ଜରି
ଲୋକେ ପିଚଡ଼କାରୀ ମାରି ହୋଲି ଖେଳନ୍ତି |
ଲକୁ ସ୍ଲୀର୍‍ନା ଲାଞ୍ଜରିଡ଼ାଈ ହଲି କାହାଇନେରୁ |

ପିଜୁଳି
ଜାମି
ପାଚିଲା ପିଜୁଳି ଭାରି ମିଠା ଲାଗେ |
ସେଣ୍‍ଞ୍ଜାମାନାରି ଜାମି ତିନ୍‍ମ୍ବା ଗାମେ ନାକ୍ନେ |

ପିଠି
କୁଈଟି
ଘୋଡ଼ା ପିଠିରେ ବସି ରାଜା ଭ୍ରମଣରେ ଯାଆନ୍ତି |
ଗଡ଼ା କୁଈଟି କକ୍‍ସାନା ରାଜେଞ୍ଜୁ ତ୍ରେବା ସାଜିନେଞ୍ଜୁ |

ପିଡ଼ିଆ
ପ୍‍ଡେନୁ ସତା
ଗାଈକୁ ପିଡ଼ିଆ ଦେଲେ ଭଲ କ୍ଷୀର ଦିଏ |
କଡିତିଙ୍ଗି ପ୍‍ଡେନୁ ସତାଙ୍ଗା ସିତେକା ପାଡୁବାନେ |


logo