logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ପାନ
ଉନ୍‍ମ୍ବା
ବନ୍ୟ ପଶୁ ବନ ଝରଣାରେ ଜଳ ପାନ କରିଥାନ୍ତି |
ଗସା ଜତଙ୍ଗା ଗସାୱାରୁତା ସିରୁ ଉନମ୍ବା ବାଇମାନୁ |

ପାନୀୟ ଜଳ
ଉନ୍‍ମ୍ବା ସିରୁ
ମଫସଲ ଅଞ୍ଚଳରେ ପାନୀୟ ଜଳ ଅଭାବ ରହିଛି |
ନାସ୍କାନି ଉନ୍‍ମ୍ବା ସିରୁ ପାନ୍‍ମ୍ବା ଡଡାଃନେ |

ପାନେ
ଉଲେକା
ଚୋର ଧରା ପଡ଼ିବାରୁ ତାକୁ ପାନେ ଶିକ୍ଷା ମିଳିଲା |
ପ୍‍ଡେକରାଈ ଆଃପାନେ ଏଆଞ୍ଚୁ ଉଲେକା ଗ୍ରାମ୍ବା ପାଟେଞ୍ଜୁ |

ପାରା
ପାରୁକାଙ୍ଗା
ଘରର ଚାଳମାନଙ୍କରେ ପାରା ବାସ କରେ |
ଇଟ୍‍କା ତୂଲିଙ୍ଗାନି ପାରୁକାଙ୍ଗା ରାହି ଆଇନୁ |

ପାରି
ମୂସାନା
ରାଜା ଯୁଦ୍ଧରେ ପାରି ଫେରି ଆସିଲେ |
ରାଜେଞ୍ଜୁ କାଲାତା ମୂସାନା ବ୍‍ଡ଼େତାତେଞ୍ଜୁ |

ପାର୍ଥକ୍ୟ
ବେଗାଲି
ଆଜିକାଲି ପୁଅ ଝିଅ ମଧ୍ୟରେ ପାର୍ଥକ୍ୟ ନାହିଁ |
ନେଞ୍ଜୁ ୱୀଏ ଆପ ବୁଡ଼ି ମାଦେ ବେଗାଲିତାରି ସିଡେ |

ପାଳ
ପୀରି
ଗାଈ ଗୋରୁ ପାଳ ଖାଆନ୍ତି |
କଡି କରୁ ପୀରି ତିନୁ |

ପାଳନ
ପହି
କିଛି ଲୋକ ପଶୁ ପାଳନ କରି ଚଳନ୍ତି |
ଗନ୍ଦେକାତାକା ଜତଙ୍ଗା ପହିଗିଆନା ପହି ଆଇନେରୁ |

ପାଳି
ପାଲି
ଆଜି ମୋର ଶ୍ରେଣୀ ସଜାଇବା ପାଳି ଅଛି |
ନେଞ୍ଜୁ ନାନ୍ଦେ ଶ୍ରେଣୀ ରସ୍‍ପା ପାଲି ମାନେ |

ପାଳିବା
ପାଲିଗିୱା
ଆମେ ଜାତୀୟ ଦିବସ ଗୁଡିକ ପାଳିବା ଉଚିତ |
ଆଜୁ ଦେଶା ତାଆ ଦିନାଙ୍ଗା ପାଲିଗିୱା ଲୂଡ଼ା |


logo