logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ନଈ
ଜଡ଼ି
ମୁଁ ଆମ ଗାଁ ନଈରେ ପହଁରା ଶିଖିଛି |
ଆନୁ ମାଇ ଜଡ଼ିତାନି ପହେରାୱା ଗ୍ରାମ୍ବା ମାଈ |

ନଈ ବନ୍ଧ
ଜଡ଼ିପୀଡ଼ା
ନଈବଢି ବେଳେ ନଈବନ୍ଧ ଭାଙ୍ଗିଯାଏ |
ସିରୁନେଞ୍ଜିତାକା ଜଡ଼ିପୀଡ଼ା ୱେପିମାନେ |

ନଈବଢି
ଜଡ଼ିନେଞ୍ଜା
ନଈବଢି ଆମ ରାଜ୍ୟର ଏକ ବଡ ବିପତ୍ତି |
ଜଡି ନେଞ୍ଜା ମାଇ ରାଇଜତାରି ରଣ୍ଡେ ଦେରି ଜୁଗା |

ନକ‍ସା
ମ୍‍ଡ଼ିଉ
ଇଜିନିୟର ଆସି ବିଦ୍ୟାଳୟର ନକ୍ସା ପ୍ରସ୍ତୁତ କଲେ |
ଇଂଜିନିୟରବାଜାନା ଇସ୍କୁଲିତାରା ମ୍‍ଡିଉ ତଲ ଗିତେଞ୍ଜୁ |

ନଜର
ମେଃପା
ଶିକ୍ଷକ ପ୍ରତି ପିଲା ଉପରେ ନଜର ରଖନ୍ତି |
ମାଷ୍ଟ୍ରଆବା ଆଙ୍ଗେ ମୀଡାନିତି ମେଃପା ଲୂଡାମାନେ |

ନଟୁ
ବହେରି
ପିଲା ମାନେ ନଟୁ ଖେଳ ଭଲ ପାଆନ୍ତି |
ମୀଡାକା ବହେରାକା କାହା ରେହା ଆନେରୁ |

ନଡ଼ିଆ
ଲଡ଼ିଆ
ନଡ଼ିଆ କତାରେ ଦଉଡ଼ି ତିଆରି ହୁଏ |
ଲଡ଼ିଆ ସୀର୍‍କାଡ଼ାଈ ଡରୁ ତଲ ଗିୱା ଆଇନେ |

ନଦୀ
ଜଡ଼ି
ମହାନଦୀ ଓଡ଼ିଶାର ବଡ଼ ନଦୀ |
ମହାନଦୀ ଓଡ଼ିଶାତାରି ଦେରି ଜଡ଼ି |

ନବମ
ନଅତାରି
ଦୌଡ଼ ଖେଳରେ ରିତା ନବସ୍ଥାନରେ ରହିଲା |
ଦେଗା କାହାତାନି ରିତା ନଅତାରା ବାହା ପାଟେ |

ନଳ
ନାଲା
ନଳ କୂପ ପାଣି ପିଇବା ଉଚିତ |
ନାଲାକୁଆତାରି ସିରୁ ଉନ୍‍ମ୍ବା ଆଜିସିତେ |


logo