logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Kui Sabdakosh

Please click here to read PDF file Odia-Kui Sabdakosh

ଜନନୀ
ଆଜା
ଜନନୀ ଓ ଜନ୍ମଭୂମି ସବୁଠାରୁ ବଡ଼ |
ଆଜା ଅଟେ ଗାଡ଼ିଗିନା ସର୍ଗିତିକି ଦେରାଈ |

ଜନମ
ଗାଡ଼ି ଦିନା
ଭାରତ ଆମର ଜନମ ଭୁଇଁ ଅଟେ |
ଭାରତ ମାନ୍ଦେ ଗାଡ଼ି ଆଜାମାନି ଦିନା |

ଜନ୍ମଦିନ
ଗାଡ଼ିଦିନା
ଅକ୍ଟୋବର ଦୁଇ ମହାତ୍ମାଗାନ୍ଧିଙ୍କ ଜନ୍ମଦିନ ଅଟେ |
ଅକ୍ଟୋବର ଦୁଇ ମହାତ୍ମାଗାନ୍ଧିତାରି ଗାଡ଼ିଦିନା |

ଜନ୍ମଭୂମି
ଗାଡ଼ିଦିନା
ଜନ୍ମ ଭୂମିର ସେବାରେ ଆମେ ନିଜକୁ ଉତ୍ସର୍ଗ କରିବା |
ଗାଡ଼ିଦିନା ଲପ୍‍କା ସେଲୁ ମାଣ୍ଡାନି ସର୍ପିଗିନାସୁ |

ଜବତ
ଜପ୍‍ତ
ପୋଲିସ୍‍ ଚୋରା ଜିନିଷକୁ ଜବତ୍‍ କରନ୍ତି |
ପୁଲିସ ପ୍‍ଡେକି ସାମାନି ଜପ୍‍ତ ଗିପିନେରୁ |

ଜମା
ଉଜି
ଗାଁରେ ଜଣେ ମୃତ ହେଲେ ଲୋକ ଜମା ହୁଅନ୍ତି |
ନାଜୁ ତାନି ରଆଞ୍ଜୁ ସାତେକା ଲକୁ ଉଜିନେରୁ |

ଜମିବାଡ଼ି
ଟାଣାପାଟୁ
ଜମିବାଡ଼ି ନଥିବା ଲୋକ ବହୁତ ଅଛନ୍ତି |
ଟାଣାପାଟୁ ସିଡାନାକା ଦାଲା ଲକୁ ମାନେରୁ |

ଜୟ
ମୂତେ
କାର୍‍ଗିଲ ଯୁଦ୍ଧରେ ଭାରତ ଜୟଲାଭ କଲା |
କାରଗିଲ୍‍ କାଲାତାନି ଭାରତ ମୂତେ |

ଜୟନ୍ତି
ଗାଡ଼ିଦିନାଏପା
ନେତାଜୀଙ୍କ ଜୟନ୍ତି ବିଦ୍ୟାଳୟରେ ପାଳନ କରାଯାଏ |
ନେତାଜୀତାରି ଗାଡ଼ିଦିନା ଇସ୍କୁଲିଆ ପାଲି ଗିୱା ଆଇନେ |

ଜଳ
ସିରୁ
ଜଳ ବିହୁନେ ସୃଷ୍ଟି ନାଶ ହେବ |
ସିରୁ ଆଆତାକା ପୁର୍ତି ମୁହି ଆନେ |


logo